Smoky Paan: ସ୍ମୋକ୍ ପାନ ଖାଇବା ପରେ ୧୨ ବର୍ଷ ଝିଅ ପେଟରେ ହୋଇଗଲା ଛିଦ୍ର, କାରଣ ଜାଣି ଆପଣ ମଧ୍ୟ ହେବେ ଚକିତ

Smoky Paan: କହିରଖୁଛୁ ଯେ ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ କର୍ଣ୍ଣାଟକର ଡାଭାନାଗେରେ ଏକ ପ୍ରଦର୍ଶନୀରେ 'ଧୂଆଁଯୁକ୍ତ ବିସ୍କୁଟ' ଖାଇବା ପରେ ଜଣେ ବାଳକ ଅସୁସ୍ଥ ହୋଇପଡିଥିବାର ଖବର ସାମ୍ନାକୁ ଆସିଛି। ଏଭଳି ପରିସ୍ଥିତିରେ ଖାଦ୍ୟ ସାମଗ୍ରୀରେ ତରଳ ନାଇଟ୍ରୋଜେନ ବ୍ୟବହାର ନକରିବାକୁ ଡାକ୍ତର ବିଜୟ ପରାମର୍ଶ ଦେଇଛନ୍ତି।

Smoky Paan: ସ୍ମୋକ୍ ପାନ ଖାଇବା ପରେ ୧୨ ବର୍ଷ ଝିଅ ପେଟରେ ହୋଇଗଲା ଛିଦ୍ର, କାରଣ ଜାଣି ଆପଣ ମଧ୍ୟ ହେବେ ଚକିତ
Image Credit: smoky paan

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments