Odisha News: ୩ ତାରିଖରେ ଆସିବେ ରାଷ୍ଟ୍ରପତି, ୫ରେ ଭୁବନେଶ୍ୱର କୋର୍ଟର ଉଦଘାଟନ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ମାସ ୫ ତାରିଖରେ ଭୁବନେଶ୍ୱର କୋର୍ଟ ପରିସରରେ ଜୁଡିସିଆଲ କମ୍ପ୍ଲେକ୍ସକୁ ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୫ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ମିଳିଥିବା ସୂଚନା ଅନୁଯାୟୀ ଡିସେମ୍ବର ୩ ତାରିଖରୁ ରାଷ୍ଟ୍ରପତିଙ୍କର ଏହି ଗସ୍ତ ଆରମ୍ଭ ହେବ। ଏହି ଗସ୍ତ ସମୟରେ ରାଷ

Odisha News: ୩ ତାରିଖରେ ଆସିବେ ରାଷ୍ଟ୍ରପତି, ୫ରେ ଭୁବନେଶ୍ୱର କୋର୍ଟର ଉଦଘାଟନ

About the Author