କଂଗ୍ରେସ ସାଂସଦ ରାହୁଲଙ୍କୁ ଜବାବ ଦେଲେ ଗାୟିକା ସୋନା ମହାପାତ୍ର

Singer Sona Mohapatra reacts to Rahul Gandhi: ବଲିଉଡ୍ ବିଗ୍ ବି ଅମିତାଭ ବଚ୍ଚନଙ୍କ ପରିବାର ତଥା ବଚ୍ଚନ ପରିବାର ବୋହୂ ଐଶ୍ୱର୍ଯ୍ୟା ରାୟଙ୍କୁ ଇଙ୍ଗିତ କରିବା ସହ ପିଏମ ମୋଦୀଙ୍କୁ ଟାର୍ଗେଟ୍ କରି ବୟାନ ଦେବା ବର୍ତ୍ତମାନ ମହଙ୍ଗା ପଡିଛି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ । ବଲିଉଡ କଣ୍ଠଶିଳ୍ପୀ ସୋନା ମହାପାତ୍ର ଏନେଇ ପ୍ରତିକ୍ରିୟା ଦେବା ସହ ରାହୁଲଙ୍କୁ କଡା ସମାଲୋଚନା କରିଥିବା ଦେଖିବାକୁ ମିଳିଛି ।

କଂଗ୍ରେସ ସାଂସଦ ରାହୁଲଙ୍କୁ ଜବାବ ଦେଲେ ଗାୟିକା ସୋନା ମହାପାତ୍ର

About the Author