Budget 2024: 'ମିଳିବ ୨କୋଟି ପକ୍କା ଘର' ଅର୍ଥମନ୍ତ୍ରୀ

Budget 2024: ବଜେଟ୍ ଉପସ୍ଥାପନ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିବା ସହିତ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ୧ କୋଟି ଘରକୁ ୩ଶହ ପର୍ଯ୍ୟନ୍ତ ମାଗଣାରେ ବିଦ୍ୟୁତ ସେବା ଯୋଗାଇଦିଆଯିବ । କେବଳ ସେତିକି ନୁହେଁ ଆଗାମି ୫ ବର୍ଷ ମଧ୍ୟରେ ୨ କୋଟି ଲୋକଙ୍କୁ ସରକାରଙ୍କ ପକ୍ଷରୁ ପକ୍କା ଘର ପ୍ରଦାନ କରାଯିବ ।

Budget 2024: 'ମିଳିବ ୨କୋଟି ପକ୍କା ଘର' ଅର୍ଥମନ୍ତ୍ରୀ

About the Author