Petrol Diesel Price Today: ରାଜ୍ୟରେ କମିଲା ପେଟ୍ରୋଲ୍‌ - ଡିଜେଲ୍‌ ଦର; ଜାଣନ୍ତୁ ଆପଣଙ୍କ ସହରରେ କେତେ?
Advertisement
Article Detail0/zeeodisha/odisha2114435

Petrol Diesel Price Today: ରାଜ୍ୟରେ କମିଲା ପେଟ୍ରୋଲ୍‌ - ଡିଜେଲ୍‌ ଦର; ଜାଣନ୍ତୁ ଆପଣଙ୍କ ସହରରେ କେତେ?

Petrol Diesel Price Today: ଆଜି ଫେବୃଆରୀ ୧୭ ତାରିଖ (ଶନିବାର)  ସାରା ଦେଶରେ ଡିଜେଲ୍- ପେଟ୍ରୋଲର ନୂଆ ମୂଲ୍ୟ ପ୍ରକାଶ ପାଇଛି।  ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଛି। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନର ମୂଲ୍ୟରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ପେଟ୍ରୋଲ-ଡିଜେଲର ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ତେବେ, ଗାଡି଼ରେ ତେଲ ପକାଇବା ପୂର୍ବରୁ ଜାଣନ୍ତୁ କେଉଁ ସହରରେ କେତେ ରହିଛି ପେଟ୍ରୋଲ-ଡିଜେଲର ମୂଲ୍ୟ ? 

ALSO READ: MSME:ଏମ୍‍ଏସ୍‍ଏମ୍ଇ ନିଯୁକ୍ତିରେ ମହାରାଷ୍ଟ୍ର ଆଗୁଆ, ତେଲେଙ୍ଗାନା, ଆନ୍ଧ୍ରଠୁ ଓଡ଼ିଶା ପଛରେ

ଦେଶର ରାଜଧାନୀ ଦିଲ୍ଲୀରେ  ଆଜି ପେଟ୍ରୋଲ୍ (୧ ଲିଟର) ପିଛା ୯୬ ଟଙ୍କା ୭୨ ପଇସା ଥିବା ବେଳେ ଡିଜେଲ୍ (୧ ଲିଟର) ପିଛା ୮୯ ଟଙ୍କା ୬୨ ପଇସା ରହିଛି । ସେହିପରି ମାୟାନଗରୀ ମୁମ୍ବାଇରେ ପେଟ୍ରୋଲ୍ (୧ ଲିଟର) ପିଛା ୧୦୬ ଟଙ୍କା ୩୧ ପଇସା ରହିଛି । ଏବଂ ଡିଜେଲ୍ (୧ ଲିଟର) ୯୪ ଟଙ୍କା ୨୭ ପଇସା ରହିଛି । ଏବଂ ଚେନ୍ନାଇରେ ପେଟ୍ରୋଲ୍ ଲିଟର ପିଛା ୯୪ ଟଙ୍କା ୨୫ ପଇସା ଥିବା ବେଳେ ଡିଜେଲ୍ (୧ ଲିଟର) ପିଛା ୯୪ ଟଙ୍କା ୨୫ ପଇସା ରହିଛି । ତେବେ ଡିଜେଲ୍ ଓ ପେଟ୍ରୋଲରେ ଲିଟର ପିଛା ୧ ପଇସା ଗତକାଲି ଅପେକ୍ଷା ବୃଦ୍ଧି ପାଇଛି। ଏବଂ କୋଲକାତାରେ ପେଟ୍ରୋଲ ଲିଟର ପିଛା (୧ ଲିଟର) ୧୦୬ ଟଙ୍କା ୦୩  ପଇସା ଥିବା ବେଳେ ଡିଜେଲ୍ ଲିଟର ପିଛା( ୧ ଲିଟର ) ୯୨ ଟଙ୍କା ୭୬ ପଇସା ରହିଛି। ଏବଂ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ୍ (୧ ଲିଟର) ପିଛା ୧୦୩ ଟଙ୍କା ୧୧ ପଇସା ରହିଥିବା ବେଳେ ଡିଜେଲ୍ (୧ ଲିଟର) ପିଛା ୯୪ ଟଙ୍କା ୬୮ ପଇସା ରହିଛି । ତେବେ, ଆମେ ଏଠି ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଡିଜେଲ୍ ଏବଂ ପେଟ୍ରୋଲରେ ଲିଟର ପିଛା ୭ ପଇସା ଖସିଛି। 

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ (Today Petrol Diesel Price)। ସକାଳ ୬ ଟାରୁ ନୂତନ ଦର କାର୍ଯ୍ୟକାରୀ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ, ଭାଟ୍ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ମୂଳ ମୂଲ୍ୟଠାରୁ ଦ୍ୱିଗୁଣିତ ହୁଏ। ଏହି କାରଣରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଏତେ ଅଧିକ ଦେଖାଯାଏ।

ଆପଣ ଘରେ ବସି ଏପରି ଯାଞ୍ଚ କରିପାରିବେ ମୂଲ୍ୟ:
ଆପଣ ନିଜ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସହଜରେ ଜାଣିପାରିବେ। ଏଥିପାଇଁ ତୌଳ ମାର୍କେଟିଂ କମ୍ପାନୀଗୁଡିକର ୱେବସାଇଟକୁ ଯିବାକୁ କିମ୍ବା ଏକ SMS ପଠାଇବାକୁ ପଡିବ। ଯଦି ଆପଣ ଜଣେ ଇଣ୍ଡିଆନ ଅଏଲ୍ ଗ୍ରାହକ ତେବେ ଆପଣ RSP ସହିତ 9224992249 ନମ୍ବରକୁ SMS ପଠାଇ ପାରିବେ ଏବଂ ଯଦି ଆପଣ ଜଣେ BPCL ଗ୍ରାହକ ତେବେ ଆପଣ RSP ଲେଖି 9223112222 ନମ୍ବରକୁ SMS ପଠାଇ ପାରିବେ । ଏହାପରେ ଆପଣଙ୍କୁ SMS ମାଧ୍ୟମରେ ଦର ବିଷୟରେ ସୂଚନା ମିଳିଯିବ।