Puri Ecounter: ପୋଲିସ ଗୁଳିରେ ଅପରାଧୀ ପିନୁ ଆହତ
Advertisement
Article Detail0/zeeodisha/odisha1839797

Puri Ecounter: ପୋଲିସ ଗୁଳିରେ ଅପରାଧୀ ପିନୁ ଆହତ

Puri Ecounter: ଆହତ ଅବସ୍ଥାରେ ପିନୁକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପିନୁ ଅନେକ ଗୁଡିଏ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ନେଇ ପୂର୍ବରୁ ଅଭିଯୋଗ ରହିଥିଲା ।

Puri Ecounter: ପୋଲିସ ଗୁଳିରେ ଅପରାଧୀ ପିନୁ ଆହତ

Puri Ecounter: ପୁରୀ, କିଛି ଦିନର ବ୍ୟବଧାନ ପରେ ପୁଣି ପୁରୀରେ ଫୁଟିଲା ଗୁଳି । ପୋଲିସ ଗୁଳିରେ ପିନୁ ବରାଳ ନାମକ ଜଣେ ଅପରାଧୀ ଆହତ ହୋଇଥିବା ସୂଚନା ମିଳିଛି । ପିନୁର ବାମ ପଟ ଗୋଡରେ ପୋଲିସର ଗୁଳି ବାଜିଥିବା ଜଣାପଡିଛି । ଆହତ ଅବସ୍ଥାରେ ପିନୁକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପିନୁ ଅନେକ ଗୁଡିଏ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ନେଇ ପୂର୍ବରୁ ଅଭିଯୋଗ ରହିଥିଲା ।