Cyclone Remal Updates: ବଡ଼ ଧ୍ୱଂସ ଘଟାଇପାରେ ବାତ୍ୟା 'ରେମଲ୍', ବନ୍ଦ ହେଲା କୋଲକାତା ବିମାନ ବନ୍ଦର

Cyclone Remal Updates: ପାଣିପାଗ ବିଭାଗ ଅନୁଯାୟୀ, ବଙ୍ଗୋପସାଗରର ପୂର୍ବ-ମଧ୍ୟଭାଗରେ ଏକ ଗଭୀର ଅବପାତ ସୃଷ୍ଟି ହୋଇଛି। ଶନିବାର ଦିନ ରାତି ସୁଦ୍ଧା ଏହା ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ଅଛି। ଏହି କାରଣରୁ କୋଲକାତା ବିମାନବନ୍ଦରରେ ବିମାନ ଚଳାଚଳ ସ୍ଥଗିତ ରଖାଯାଇଛି।

Cyclone Remal Updates: ବଡ଼ ଧ୍ୱଂସ ଘଟାଇପାରେ ବାତ୍ୟା 'ରେମଲ୍', ବନ୍ଦ ହେଲା କୋଲକାତା ବିମାନ ବନ୍ଦର
Image Credit: Cyclone Remal Updates

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments