Donations to Ram Temple: ଭକ୍ତମୟ ଅଯୋଧ୍ୟା, ୧୨ ଦିନରେ ୧୧ କୋଟିରୁ ଅଧିକ ଟଙ୍କା ଦାନ କଲେଣି ଭକ୍ତ..

Donations to Ram Temple: ମହାପ୍ରଭୁ ଶ୍ରୀରାମଙ୍କର ଲୋକପ୍ରିୟତା ଦେଶ ବିଦେଶରେ ବୃଦ୍ଧି ପାଇବାରେ ଲାଗିଛି। ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ଶ୍ରୀରାମଙ୍କ ଦିବ୍ୟ ଦର୍ଶନ ପାଇଁ ଅଯୋଧ୍ୟାକୁ ଭକ୍ତଙ୍କ ସୂଅ ଛୁଟିବାରେ ଲାଗିଛି। ଜାନୁଆରୀ ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠ ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ଭକ୍ତ ୧୨ ଦିନ ମଧ୍ୟରେ ରାମ ଜନ୍ମଭୂମି ପରିଦର୍ଶନ କରିଛନ୍ତି।

Donations to Ram Temple: ଭକ୍ତମୟ ଅଯୋଧ୍ୟା, ୧୨ ଦିନରେ ୧୧ କୋଟିରୁ ଅଧିକ ଟଙ୍କା ଦାନ କଲେଣି ଭକ୍ତ..

About the Author