EPFO ଆଣିଲା ବଡ଼ ଅପଡେଟ, ମୃତ୍ୟୁ ପରେ ଏପରି ସହଜରେ ନୋମିନିଙ୍କୁ ମିଳିବ ଟଙ୍କା

ନୂଆଦିଲ୍ଲୀ: କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ (ଇପିଏଫ୍ଓ) EPFO ଆକାଉଣ୍ଟର ଦାବି ସମାଧାନ ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛି। ଯେଉଁଠାରେ ଇପିଏଫଓ ସଦସ୍ୟଙ୍କ ଦେହାନ୍ତ ହୋଇଛି ଏବଂ ତାଙ୍କର ଆଧାର ବିବରଣୀ PF ଆକାଉଣ୍ଟ ସହିତ ଲିଙ୍କ୍ ହୋଇନାହିଁ କିମ୍ବା ସବିଶେଷ ତଥ୍ୟ UAN ସହିତ ମେଳ ଖାଉ ନାହିଁ ସେହି କ୍ଷେତ୍ରରେ ସଂଗଠନ ଆରାମ

EPFO ଆଣିଲା ବଡ଼ ଅପଡେଟ, ମୃତ୍ୟୁ ପରେ ଏପରି ସହଜରେ ନୋମିନିଙ୍କୁ ମିଳିବ ଟଙ୍କା

About the Author