Bharat Ratna 2024: ସେହି ଭାରତୀୟ କୃଷି ବିଜ୍ଞାନୀ; ଯିଏ ଦେଶକୁ ଅନାହାରରୁ କରିଥିଲେ ରକ୍ଷା

Father of Green Revolution of India: ଡକ୍ଟର ଏମଏସ ସ୍ୱାମୀନାଥନ ୧୯୬୦-୧୯୭୦ ଦଶକରେ ସେତେବେଳର କୃଷି କ୍ଷେତ୍ରରେ ଆମୂଳଚୂଳ ପରିବର୍ତ୍ତନ ଆଣିଥିଲେ। ତାଙ୍କର ଏହି ପ୍ରୟାସର ଫଳାଫଳ ଦେଶର କୃଷିକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା।

Bharat Ratna 2024: ସେହି ଭାରତୀୟ କୃଷି ବିଜ୍ଞାନୀ; ଯିଏ ଦେଶକୁ ଅନାହାରରୁ କରିଥିଲେ ରକ୍ଷା

About the Author