Gold Rate Today: ଆସିଲା ନୂଆ ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ରେଟ୍?
Advertisement

Gold Rate Today: ଆସିଲା ନୂଆ ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ରେଟ୍?

Gold and silver prices Today: ବିବାହ ସିଜିନ୍ ରେ ଗ୍ରାହକଙ୍କୁ ଲାଗିଲା ବଡ଼ ଝଟକା । ପୁଣି ବଢିଲା ସୁନା ଦର (Gold Rate Hike Today)। ଯଦି ଆପଣ ସୁନା କିଣିବା ଆପଣ ଯୋଜନା କରିଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ସୁନା କିଣିବା ପୂର୍ବରୁ ଜାଣି ନିଅନ୍ତୁ ୧୦ ଗ୍ରାମ୍ ପିଛା କେତେ ଟଙ୍କା ସୁନାରେ ବୃଦ୍ଧି ପାଇଛି। ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର(Gold Rate Today In India)?

ALSO READ: Shani Dev: ଶନିଦଶାରୁ ମୁକ୍ତି ଦେବ ଏହି ସରଳ ଉପାୟ, କେବଳ ଶନିବାର କରିବାକୁ ହେବ ଏହି କାମ

ALSO READ: Petrol Diesel Price Today: ରାଜ୍ୟରେ କମିଲା ପେଟ୍ରୋଲ୍‌ - ଡିଜେଲ୍‌ ଦର; ଜାଣନ୍ତୁ ଆପଣଙ୍କ ସହରରେ କେତେ?

କେଉଁ ସହରରେ କେତେ ଅଛି ସୁନା ଦର?

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୨୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୨,୪୦୦ ଟଙ୍କା ହୋଇଛି। ୨୨ କ୍ୟାରେଟ୍ ରେ (୧୦ ଗ୍ରାମ୍) ପିଛା ୧୦୦ ଟଙ୍କା ବୃଦ୍ଧି ହୋଇଥିବା ବେଳେ  ୨୪ କ୍ୟାରେଟରେ (୧୦ ଗ୍ରାମ୍) ପିଛା ୧୧୦ ଟଙ୍କା ବୃଦ୍ଧି ପାଇଛି। ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟରେ ୧୦୦ ଟଙ୍କା ବୃଦ୍ଧି ହୋଇ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୩୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟର ୧୧୦ ଟଙ୍କା ବୃଦ୍ଧି ହୋଇ ୬୨,୫୫୦ ଟଙ୍କା ରହିଛି। ସେହିପରି, ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭, ୨୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୨, ୪୦୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୦୦ ଓ ୧୧୦ ଟଙ୍କା ବୃଦ୍ଧି ହୋଇଛି।

ଏବଂ ରୂପା ଦର (୧ କେଜି) କେଜି ପିଛା ୯୦୦ ଟଙ୍କା ବୃଦ୍ଧି ହୋଇ ୭୬,୫୦୦ ଟଙ୍କାରେ ପହଞ୍ଚିଛି। ସେହିପରି, ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୮୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୩,୦୫୦ ରହିଛି। ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୨୦୦ ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୨,୪୦୦ ରହିଛି। ୨୨ ଓ ୨୪ କ୍ୟାରେଟରେ ୧୦୦ ଓ ୧୧୦ ଟଙ୍କା ବୃଦ୍ଧି ପାଇଛି। ଏବଂ ରୂପା ଦରରେ ବି ବଡ଼ ପରିବର୍ତ୍ତନ ହୋଇଛି। ରୂପାକେଜି ୧୦୦୦ ଟଙ୍କା ବୃଦ୍ଧି ପାଇ ୭୮,୦୦୦ଟଙ୍କାରେ ପହଞ୍ଚିଛି।