Gold Price: ୫୦ ହଜାର ତଳେ ସୁନା, ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ସୁନା ଦର

ସପ୍ତାହ ଆରମ୍ଭରୁ ସୁନା ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି। ଗୁଡସ ରିଟର୍ଣ୍ଣ ତଥ୍ୟ ଅନୁଯାୟୀ ଭାରତୀୟ ସୁନା ବଜାରରେ ଭରି ପିଛା ୧୦ ଟଙ୍କା ବୃଦ୍ଧି ଘଟିଛି। ତେବେ ଯଦି ଆପଣ ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରିଛନ୍ତି। ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ

Gold Price: ୫୦ ହଜାର ତଳେ ସୁନା, ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ସୁନା ଦର

About the Author