Gold Price Today: ସୁନା ଦରରେ ବୃହତ ହ୍ରାସ, ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ୧୦ ଗ୍ରାମ୍ ପିଛା ରେଟ୍?

Gold Price Today: ଗ୍ରାହକଙ୍କ ପାଇଁ ଖୁସି ଖବର। ବିବାବ ସିଜିନ୍ ପୂର୍ବରୁ ଶସ୍ତା ହେଲା ସୁନା । ଆଜି ଦରରେ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିଛି। ଗତକାଲି ଦର ବୃଦ୍ଧି ହୋଇଥିବା ବେଳେ ଆଜି ରେଟ୍ ଖସିଛି । ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର?

Gold Price Today: ସୁନା ଦରରେ ବୃହତ ହ୍ରାସ, ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ୧୦ ଗ୍ରାମ୍ ପିଛା ରେଟ୍?

About the Author