Gold Rate Today: ବେଲଗାମ୍ ହେଲା ସୁନା ଦର, ବଢ଼ିଲା ଗ୍ରାହକଙ୍କ ଚିନ୍ତା

Gold Rate Today: ଦେଶରେ ଏବେ ବିବାହ ଋତୁ ଚାଲିଛି। ଗତ ସପ୍ତାହରେ ସୁନା ଦର କ୍ରମାଗତ ଭାବେ ଖସିଥିଲା ବେଳେ ଆଜି ପୁଣି ଥରେ ସୁନା ଦରରେ ପରିବର୍ତ୍ତନ ହୋଇଛି । ପୁଣି ବେଲଗାମ୍ ହୋଇଛି ସୁନା ଦର। ଆଜି ଭାରତୀୟ ବଜାରରେ ସୁନା ଦର ବୃଦ୍ଧି ପାଇଛି। (gold price Hike today )। ଯଦି ଆପଣ ଆଜି ସୁନା କିଣିବା ପାଇଁ ଯୋଜନା ରଖିଛନ୍ତି ।

Gold Rate Today: ବେଲଗାମ୍ ହେଲା ସୁନା ଦର, ବଢ଼ିଲା ଗ୍ରାହକଙ୍କ ଚିନ୍ତା

About the Author