Gold Rate: ଜାଣନ୍ତୁ ଆଜି ରାଜଧାନୀ ଭୁବନେଶ୍ୱରରେ କେତେ ରହିଛି ଭରି ପିଛା ଦର..

Gold Rate: ଦେଶରେ ଏବେ ବିବାହ ଋତୁ ଚାଲିଛି। ଏହାରି ମଧ୍ୟରେ ଗ୍ରାହକଙ୍କ ଚିନ୍ତା ବଢ଼ାଇଛି ସୁନା ଦର ବୃଦ୍ଧି। ଆଜି ସୁନା ଦରରେ ସ୍ଥିରତା ଦେଖିବାକୁ ମିଳିଛି। ଯଦି ଆପଣ ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରିଛନ୍ତି । ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର।

Gold Rate: ଜାଣନ୍ତୁ ଆଜି ରାଜଧାନୀ ଭୁବନେଶ୍ୱରରେ କେତେ ରହିଛି ଭରି ପିଛା ଦର..

About the Author