Gold Rate Today: ଭୁବନେଶ୍ବରରେ ୨୨ କ୍ୟାରେଟ୍ ପିଛା ଏତିକି ବଢିଲା ଦର, ଜାଣନ୍ତୁ ଆଜି କେତେ ରହିଛି ସୁନା ରେଟ୍?
Advertisement
Article Detail0/zeeodisha/odisha2377317

Gold Rate Today: ଭୁବନେଶ୍ବରରେ ୨୨ କ୍ୟାରେଟ୍ ପିଛା ଏତିକି ବଢିଲା ଦର, ଜାଣନ୍ତୁ ଆଜି କେତେ ରହିଛି ସୁନା ରେଟ୍?

Gold Rate Today: ଛୁଟିଦିନରେ ଗ୍ରାହକଙ୍କୁ ଲାଗିଲା ବଡ଼ ଝଟକା। ପୁଣି ବଢିଲା ସୁନା ରେଟ୍। ସୁନା ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ ହେବା ପରେ ଦର ଖସିଥିଲା। ଯାହା ସାଧାରଣ ଲୋକଙ୍କୁ ଆଶ୍ବସ୍ତି ଦେଇଥିଲା। ଗତକାଲି ସୁନାଦର ବୃଦ୍ଧି ହୋଇଥିବା ବେଳେ ଆଜି ମଧ୍ୟ ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ତେବେ, ଆସନ୍ତୁ ଜାଣିବା ଭାରତର ପ୍ରମୁଖ ସହର ଗୁଡିକରେ କଣ ରହିଛି ଆଜିର ଦର।

ALSO READ: Raksha Bandhan 2024: ରାକ୍ଷୀ ପୂର୍ଣ୍ଣିମାରେ ପଡୁଛି ୨ଟି ଦୁର୍ଲଭ ସଂଯୋଗ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ!

ALSO READ: Career Horoscope Today: ଏହି ୫ ରାଶିର ଲୋକେ ରହନ୍ତୁ ସତର୍କ, କର୍ମକ୍ଷେତ୍ରରେ ଦେଖାଦେଇପାର ବିବାଦ!

ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୪,୪୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୦, ୩୧୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୦୦ ଓ ୨୨୦ ଟଙ୍କା ବୃଦ୍ଧି ପାଇଛି। ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୪,୬୦୦ ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୦ ହଜାର ୪୬୦ ଟଙ୍କା ରହିଛି।  ୨୨ ଓ ୨୪ କ୍ୟାରେଟ୍ ରେ ୨୦୦ ଓ ୨୨୦ ଟଙ୍କା ବଢିଛି। ସେପଟେ, ମାୟା ନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୪,୪୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୦,୩୧୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୨୦୦ ଓ ୨୪ କ୍ୟାରେଟ୍ ରେ ୨୨୦ ଟଙ୍କା ବୃଦ୍ଧି ପାଇଛି। 

ସେପଟେ, ଚେନ୍ନାଇରେ ବି ସୁନା ରେଟ୍ ବଢିଛି। ୨୨ କ୍ୟାରେଟ୍ ର ଦାମ୍ ୬୪,୪୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୦,୩୧୦ ଟଙ୍କା ରହିଛି। ଅନ୍ୟପଟେ, ଓଡିଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ର ଦାମ୍ ୬୪,୪୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୦,୩୧୦ ଟଙ୍କା ରହିଛି । ତେବେ, ଏଠାରେ ୨୨ କ୍ୟାରେଟ୍ ରେ ୨୦୦  ଓ ୨୪ କ୍ୟାରେଟ୍ ରେ ୨୨୦ ଟଙ୍କା ବୃଦ୍ଧି ପାଇଛି।