Gold Rate Today: ସୁନା ଦରକୁ ନେଇ ଆସିଲା ଖୁସି ଖବର, ୧୦ ଗ୍ରାମ୍ ପିଛା ଖସିଲା ଏତିକି ଟଙ୍କା
Advertisement
Article Detail0/zeeodisha/odisha2383379

Gold Rate Today: ସୁନା ଦରକୁ ନେଇ ଆସିଲା ଖୁସି ଖବର, ୧୦ ଗ୍ରାମ୍ ପିଛା ଖସିଲା ଏତିକି ଟଙ୍କା

Gold Rate Today: ସୁନାପ୍ରେମୀଙ୍କ ପାଇଁ ବଡ଼ ଖବର। ଖସିଲା ସୁନା ରେଟ୍। ଗତକାଲି ସୁନାଦର ବୃଦ୍ଧି ରେକର୍ଡ଼ ଭାଙ୍ଗିଥିବା ବେଳେ ଆଜି ଦରରେ ପରିବର୍ତ୍ତନ ଆସିଛି । 

Gold Rate Today: ସୁନା ଦରକୁ ନେଇ ଆସିଲା ଖୁସି ଖବର, ୧୦ ଗ୍ରାମ୍ ପିଛା ଖସିଲା ଏତିକି ଟଙ୍କା

Gold Rate Today: ସୁନାପ୍ରେମୀଙ୍କ ପାଇଁ ବଡ଼ ଖବର। ଖସିଲା ସୁନା ରେଟ୍। ଗତକାଲି ସୁନାଦର ବୃଦ୍ଧି ରେକର୍ଡ଼ ଭାଙ୍ଗିଥିବା ବେଳେ ଆଜି ଦରରେ ପରିବର୍ତ୍ତନ ଆସିଛି । ଯଦି ଆପଣ ସୁନା ଅଳଙ୍କାର କିଣିବାକୁ ଯୋଜନା କରୁଛନ୍ତି ।ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା  ଭାରତର ପ୍ରମୁଖ ସହର ଗୁଡିକରେ କଣ ରହିଛି ଆଜିର ସୁନାଦର ...

ALSO READ: Career Horoscope Today: ଆଜି କର୍ମକ୍ଷେତ୍ରରେ ଶୁଭଫଳ ପାଇବେ ଏହି ୫ ରାଶି, ବ୍ୟବସାୟୀଙ୍କ ପାଇଁ ଦିନଟି ରହିବନି ଖାସ୍!

ALSO READ: Petrol Diesel Price Today: ପୁଣି ରାଜ୍ୟରେ ବଢିଲା ତେଲ ରେଟ୍, ଜାଣନ୍ତୁ କ'ଣ ରହିଛି ଆଜିର ନୂଆ ଦର?

ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ  ୬୫,୫୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୧,୫୧୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୧୦୦ ଓ ୨୪ କ୍ୟାରେଟ୍ ରେ ୧୧୦ ଟଙ୍କା ହ୍ରାସ ହୋଇଛି। ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୫,୭୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୧,୬୬୦ ଟଙ୍କା ରହିଛି। ଏଠାରେ ମଧ୍ୟ ୨୨ ଓ ୨୪ କ୍ୟାରେଟ୍ ରେ ୧୦୦ ଓ ୧୧୦ ଟଙ୍କା ହ୍ରାସ ପାଇଛି।

ମାୟା ନଗରୀ ମୁମ୍ବାଇରେ, ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୫,୫୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୧,୫୧୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୦୦ ଓ ୧୧୦ ଟଙ୍କା ହ୍ରାସ ପାଇଛି। ସେହିପରି, ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍  ଦାମ୍ ୬୫,୫୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦର ୭୧,୫୧୦ ଟଙ୍କା ରହିଛି। ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୫,୫୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୧,୫୧୦ ଟଙ୍କା ରହିଛି।  ୨୨ କ୍ୟାରେଟ୍ ରେ ୧୦୦ ଓ ୨୪ କ୍ୟାରେଟ୍ ରେ ୧୧୦ ଟଙ୍କା ହ୍ରାସ ପାଇଛି।