Indian Railway: ଜାଣିଛନ୍ତି କି ୧୦୦ ଟଙ୍କା ରୋଜଗାର କଲେ କେତେ ଟଙ୍କା ଖର୍ଚ୍ଚ କରିଥାଏ ରେଳବାଇ

ରେଲୱେ ୨୦୨୦-୨୧ରେ ୧,୯୧,୩୬୭ କୋଟି ଟଙ୍କା ରସିଦ ହାସଲ କରିଥିଲା। ତୁଳନାତ୍ମକ ଭାବେ ପୂର୍ବ ଆର୍ଥିକ ବର୍ଷରେ ୧,୪୦,୭୮୩ କୋଟି ଆୟ କରିଥିଲା। ଯାହା ୫୦୫୮୪ କୋଟି ଟଙ୍କା ଅଧିକ ରହିଥିଲା।

Indian Railway: ଜାଣିଛନ୍ତି କି ୧୦୦ ଟଙ୍କା ରୋଜଗାର କଲେ କେତେ ଟଙ୍କା ଖର୍ଚ୍ଚ କରିଥାଏ ରେଳବାଇ

About the Author