ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଏଥର ପ୍ରେସକ୍ରିପସନ୍ ପଢିବା ହେବ ସହଜ
Advertisement
Article Detail0/zeeodisha/odisha2048588

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଏଥର ପ୍ରେସକ୍ରିପସନ୍ ପଢିବା ହେବ ସହଜ

ଢେଙ୍କାନାଳ ହିନ୍ଦୋଳ ଅନ୍ତର୍ଗତ କଣାସ ଗ୍ରାମର ବାସିନ୍ଦା ରସାନନ୍ଦ ଭୋଇ ଏନେଇ ଏକ ଅଭିଯୋଗ କରିବା ପରେ କୋର୍ଟରେ ଫାଇଲ୍ କରିଥିଲେ । ଏହି ମାମଲାର ଶୁଣାଣି ପରେ ହାଇକୋର୍ଟ ଏପରି ରାୟ ଦେଇଛନ୍ତି । ଆଗକୁ ମୁଖ୍ୟ ସଚିବ ଏନେଇ ନିର୍ଦ୍ଦେଶନାମା ଜାରି କରିବେ ।

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଏଥର ପ୍ରେସକ୍ରିପସନ୍ ପଢିବା ହେବ ସହଜ

ଭୁବନେଶ୍ୱର: ସାଧାରଣତଃ ଡାକ୍ତର ଏବଂ ଡାକ୍ତରଖାନାରେ କାର୍ଯ୍ୟରତ ଅନ୍ୟ କର୍ମଚାରୀଙ୍କ ହାତଲେଖା ପଢିବା ସାଧାରଣ ଲୋକଙ୍କ ପାଇଁ ଏତେ ସହଜ ହୋଇନଥାଏ । କେବଳ ମେଡିସିନ୍ ଷ୍ଟୋର୍ ଏବଂ ଡାକ୍ତରଖାନା କର୍ମଚାରୀ ତାହା ପଢିପାରନ୍ତି । ଏନେଇ ଆଜି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ସମସ୍ତ ଘରୋଇ ତଥା ସରକାରୀ କ୍ଲିନିକ୍ ଏବଂ ଡାକ୍ତରମାନେ ଗୋଲ ଗୋଲ୍ ଅକ୍ଷର ତଥା ହସ୍ତାକ୍ଷର ପରି ପ୍ରେସକ୍ରିପସନ ଲେଖିବାକୁ ହାଇକାର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଢେଙ୍କାନାଳ ହିନ୍ଦୋଳ ଅନ୍ତର୍ଗତ କଣାସ ଗ୍ରାମର ବାସିନ୍ଦା ରସାନନ୍ଦ ଭୋଇ ଏନେଇ ଏକ ଅଭିଯୋଗ କରିବା ପରେ କୋର୍ଟରେ ଫାଇଲ୍ କରିଥିଲେ । ଏହି ମାମଲାର ଶୁଣାଣି ପରେ ହାଇକୋର୍ଟ ଏପରି ରାୟ ଦେଇଛନ୍ତି । ଆଗକୁ ମୁଖ୍ୟ ସଚିବ ଏନେଇ ନିର୍ଦ୍ଦେଶନାମା ଜାରି କରିବେ ।

Also Read- Sarvartha Siddhi Yoga: ୮ ଜାନୁଆରୀରେ ଦୁର୍ଲଭ ଯୋଗ, କୁମ୍ଭ ସହିତ ଏହି ୫ଟି ରାଶି ବ୍ୟକ୍ତିଙ୍କ ଫିଟିବ ଭାଗ୍ୟ

Also Read- UPSSF ହାତରେ ରାମ ମନ୍ଦିର ସୁରକ୍ଷା ଦାୟିତ୍ୱ, NSG କମାଣ୍ଡୋଙ୍କ ପରି ରହିଛି ଦକ୍ଷତା