ଗର୍ଭବତୀଙ୍କୁ ବଡ଼ ଭେଟି, ମମତା ଯୋଜନାରେ ମିଳିବ ୧୦ ହଜାର

Mamata Scheme: ପୂର୍ବରୁ ୫ ହଜାର ଟଙ୍କା ମିଳୁଥିବା ସମୟରେ ବର୍ତ୍ତମାନ ଏହା ୧୦ ହଜାର ଟଙ୍କା ମିଳିବ । ଆଉ ଏକ ଖୁସି ଖବର ଏହା ଯେ, ଏହି ସହାୟତା ରାଶି ପିଛିଲା ଭାବରେ ୨୦୨୩ ଅଗଷ୍ଟରୁ ଲାଗୁ ହୋଇଛି । ସମସ୍ତ ହିତାଧିକାରୀଙ୍କୁ ନୂଆ ନିୟମ ଅନୁଯାୟୀ ସହାୟତା ରାଶି ମିଳିବ ।

ଗର୍ଭବତୀଙ୍କୁ ବଡ଼ ଭେଟି, ମମତା ଯୋଜନାରେ ମିଳିବ ୧୦ ହଜାର

About the Author