India Q3 GDP: ନିର୍ବାଚନ ପୂର୍ବରୁ ଏକ ଲମ୍ୱା ଲମ୍ଫ ଦେଲା ଦେଶର GDP; Q3 ରେ ୪.୩% ରୁ ୮.୪% କୁ ବୃଦ୍ଧି

India Q3 GDP: ଅକ୍ଟୋବର-ଡିସେମ୍ବର ଅର୍ଥାତ୍ ତୃତୀୟ ତ୍ରୈମାସିକରେ ଦେଶର ଅର୍ଥନୀତିର ଗତି ଉତ୍କୃଷ୍ଟ ରହିଛି। ଅନେକ ଦେଶରେ ବିମୁଦ୍ରାକରଣର ଭୟ ମଧ୍ୟରେ ଏହି ସମୟ ମଧ୍ୟରେ ଭାରତୀୟ ଅର୍ଥନୀତି ୮.୪ ପ୍ରତିଶତ ବେଗରେ ବୃଦ୍ଧି ପାଇଛି। ଗୁରୁବାର ଦିନ ପରିସଂଖ୍ୟାନ ମନ୍ତ୍ରଣାଳୟ ୨୦୨୩-୨୪ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ପାଇଁ ଜିଡିପି ଆକଳନ ପ୍ରକାଶ କରିଛି।

India Q3 GDP: ନିର୍ବାଚନ ପୂର୍ବରୁ ଏକ ଲମ୍ୱା ଲମ୍ଫ ଦେଲା ଦେଶର GDP; Q3 ରେ ୪.୩% ରୁ ୮.୪% କୁ ବୃଦ୍ଧି
Image Credit: India GDP data Q3 FY24

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments