Bus Accident: ପାଣିକୋଇଲିରେ କ୍ଷୀରଚୋରା ନାମକ ବସ୍ ଦୁର୍ଘଟଣା ଗ୍ରସ୍ତ, ୨୫ ରୁ ଅଧିକ ଆହତ

Bus Accident: ରାତି ପାଖାପାଖି ୨ଟା ସମୟରେ ପାଣିକୋଇଲି ସନ୍ନିକଟ ଏକ ମୋଡ଼ ନିକଟରେ ବସ୍ ଆଗରେ ହଠାତ ଗୋଟିଏ ଟ୍ରକ୍ ବ୍ରେକ ମାରିଥିଲା । ଯାହା ଫଳରେ ପଛରେ ଥିବା ବସଟି ଟ୍ରକ ଦେହରେ ପିଟି ହୋଇଯାଇଥିଲା। ଫଳରେ ଚାଳକ ଓ କଣ୍ଡକ୍ଟରଙ୍କୁ ମିଶାଇ ୨୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି।

Bus Accident: ପାଣିକୋଇଲିରେ କ୍ଷୀରଚୋରା ନାମକ ବସ୍ ଦୁର୍ଘଟଣା ଗ୍ରସ୍ତ, ୨୫ ରୁ ଅଧିକ ଆହତ

About the Author