BJP Council Meeting: ଆଜିଠୁ ବିଜେପି ରାଷ୍ଟ୍ରୀୟ ଅଧିବେଶନ, ସାମିଲ ହେବେ ଓଡ଼ିଶାରୁ ୪ ଜଣ

JP Council Meeting: ମନମୋହନ ସାମଲଙ୍କ ସମେତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ମୁଖପାତ୍ର ସମ୍ବିତ ପାତ୍ର ଏବଂ ମାନସ ମହାନ୍ତି ଭାଗ ନେବେ। ତେବେ ଆଗାମୀ ନିର୍ବାଚନକୁ ନେଇ ହେବ ଜୋରଦାର ଆଲୋଚନା । ରାଜ୍ୟରେ କେମିତି ବିଜେପିର ସିଟ୍ ସଂଖ୍ୟା ବଢିବ ଏହାସହ କେମିତି ତ୍ରୁଣମୂଳ ସ୍ତରରେ ଦଳକୁ ଦୃଢ କରିହେବ ସେନେଇ ଗୁରୁମନ୍ତ୍ର ଦେବେ ଦଳର ସଭାପତି ।

BJP Council Meeting: ଆଜିଠୁ ବିଜେପି ରାଷ୍ଟ୍ରୀୟ ଅଧିବେଶନ, ସାମିଲ ହେବେ ଓଡ଼ିଶାରୁ ୪ ଜଣ

About the Author