Cotton crop: ସଫଳ କପା ଚାଷୀ ଜୟରାମ, ଜାଣନ୍ତୁ କେତେ ମିଳେ ଲାଭ

Cotton crop: ଅନେକ କୃଷକ କପା ଚାଷ କରି ଭଲ ରୋଜଗାରକ୍ଷମ ହୋଇପାରିଛନ୍ତି । ଚାଷ ସମ୍ପୂର୍ଣ୍ଣ ହେବା ପରେ କ୍ୱିଣ୍ଟାଲ ପିଛା ୭ ହଜାର ଟଙ୍କା ପାଉଛନ୍ତି । କମ୍ ଜମିରେ ମଧ୍ୟ ଭଲ ଫସଲ ହୋଇପାରୁଛି ।

Cotton crop: ସଫଳ କପା ଚାଷୀ ଜୟରାମ, ଜାଣନ୍ତୁ କେତେ ମିଳେ ଲାଭ

About the Author