Land for job case: ଲାଲୁଙ୍କ ପରିବାରକୁ ଆଶ୍ୱସ୍ତି, ୪ଜଣଙ୍କୁ ମିଳିଲା ଜାମିନ୍

Land for job case: ଆଜି ଲ୍ୟାଣ୍ଡ ଫର ଜବ୍ କେସର ଶୁଣାଣି ବେଳେ ରାଉସ୍ ଆଭେନ୍ୟୁ କୋର୍ଟ ଅଭିଯୁକ୍ତଙ୍କୁ ୧ ଲକ୍ଷ ଟଙ୍କା ଜାମିନ ବଣ୍ଡରେ ମଧ୍ୟବର୍ତ୍ତୀକାଳିନ ଜାମିନ ଦେଇଛନ୍ତି । ଶୁଣାଣିବେଳେ ରାବ୍ରି ଦେବୀ, ମିସା ଭାରତୀ ଏବଂ ହେମା ଯାଦବ କୋର୍ଟରେ ପହଞ୍ଚିଥିଲେ ।

Land for job case: ଲାଲୁଙ୍କ ପରିବାରକୁ ଆଶ୍ୱସ୍ତି, ୪ଜଣଙ୍କୁ ମିଳିଲା ଜାମିନ୍

About the Author