Confirm Train Ticket: ଏବେ Paytmରୁ ମିଳିବ କନଫର୍ମ ଓ ଶସ୍ତା ଟ୍ରେନ୍ ଟିକେଟ୍, ଜାଣନ୍ତୁ କିପରି କରିବେ ବୁକିଂ...
Advertisement
Article Detail0/zeeodisha/odisha1941168

Confirm Train Ticket: ଏବେ Paytmରୁ ମିଳିବ କନଫର୍ମ ଓ ଶସ୍ତା ଟ୍ରେନ୍ ଟିକେଟ୍, ଜାଣନ୍ତୁ କିପରି କରିବେ ବୁକିଂ...

Confirm Train Ticket: ଦୀପାବଳିରେ ଟ୍ରେନ୍, ବସ୍ ଏବଂ ବିମାନରେ ସାଧାରଣତଃ ଅଧିକ ଭିଡ଼ ଦେଖିବାକୁ ମିଳିଥାଏ। ଏଭଳି ପରିସ୍ଥିତିରେ ଏକ କନଫର୍ମ ଟିକେଟ୍ ବୁକ୍ କରିବା ଖୁବ୍ କଷ୍ଟକର। ପେଟିଏମ୍ ଏକ ନୂତନ ଫିଚର ଗ୍ୟାରେଣ୍ଟି ସିଟ୍ ଆସିଷ୍ଟାଣ୍ଟ(Guarantee seat assistance) ଲଞ୍ଚ କରିଛି, ଯାହା ଦୀପାବଳିରେ(Diwali) କନଫର୍ମ ଟିକେଟ୍ ବୁକିଂ କରିବାରେ ସାହାଯ୍ୟ କରିବ।

Confirm Train Ticket: ଏବେ Paytmରୁ ମିଳିବ କନଫର୍ମ ଓ ଶସ୍ତା ଟ୍ରେନ୍ ଟିକେଟ୍, ଜାଣନ୍ତୁ କିପରି କରିବେ ବୁକିଂ...

Confirm Train Ticket: ଦୀପାବଳିରେ ଟ୍ରେନ୍, ବସ୍ ଏବଂ ବିମାନରେ ସାଧାରଣତଃ ଅଧିକ ଭିଡ଼ ଦେଖିବାକୁ ମିଳିଥାଏ। ଏଭଳି ପରିସ୍ଥିତିରେ ଏକ କନଫର୍ମ ଟିକେଟ୍ ବୁକ୍ କରିବା ଖୁବ୍ କଷ୍ଟକର। ପେଟିଏମ୍ ଏକ ନୂତନ ଫିଚର ଗ୍ୟାରେଣ୍ଟି ସିଟ୍ ଆସିଷ୍ଟାଣ୍ଟ(Guarantee seat assistance) ଲଞ୍ଚ କରିଛି, ଯାହା ଦୀପାବଳିରେ(Diwali) କନଫର୍ମ ଟିକେଟ୍ ବୁକିଂ କରିବାରେ ସାହାଯ୍ୟ କରିବ। ଏହି ଫିଚର୍ ନିକଟସ୍ଥ ଷ୍ଟେସନଗୁଡିକ ପାଇଁ ମଧ୍ୟ ସର୍ଚ୍ଚ କରିବ ଯେଉଁଠାରେ ଟିକେଟ୍ ଉପଲବ୍ଧ ଅଛି। ଜାଣନ୍ତୁ କିପରି ସହଜରେ କରିପାରିବେ ଟିକେଟ୍ ବୁକ୍...

ଗ୍ୟାରେଣ୍ଟି ସିଟ୍ ଆସିଷ୍ଟାଣ୍ଟ, ପେଟିଏମ୍ ଆପର ଏକ ନୂଆ ଫିଚର, ଆପଣଙ୍କୁ ଟ୍ରେନ୍, ବସ୍ ଏବଂ ବିମାନର କନଫର୍ମ ଟିକେଟ୍ ମିଳିବା ବିଷୟରେ ଏହି ଫିଚର ଜରିଆରେ ଆପଣ ସମସ୍ତ ସୂଚନା ପାଇପାରିବେ।

ଷ୍ଟେପ୍ 1: ପ୍ରଥମେ ପେଟିଏମ୍ ଆପ୍ ଖୋଲନ୍ତୁ ଏବଂ ଟ୍ରେନ୍ ଟିକେଟ୍(Train Ticket) ବୁକିଂ ବିଭାଗରେ କ୍ଲିକ୍ କରନ୍ତୁ।

ଷ୍ଟେପ୍ 2: ଏହା ପରେ ଆପଣଙ୍କର ଟ୍ରାଭେଲ ବିବରଣୀକୁ ଯାଆନ୍ତୁ।

ଷ୍ଟେପ୍ 3: ଯଦି କନଫର୍ମ ହୋଇଥିବା ଟିକେଟ୍ ଉପଲବ୍ଧ ନାହିଁ, ତେବେ ପେଟିଏମ୍ ଆପ୍ ଆପଣଙ୍କୁ ନିକଟସ୍ଥ ଷ୍ଟେସନରୁ କନଫର୍ମ ଟିକେଟ୍ ପାଇଁ ବିକଳ୍ପ ଦେଖାଇବ।

 ଷ୍ଟେପ୍ 4: ଯଦି ଆପଣ ଏକ ଭଲ ବିକଳ୍ପ ଖୋଜୁଥାନ୍ତି, ତେବେ ବୋର୍ଡିଂ ଷ୍ଟେସନ୍ ପରିବର୍ତ୍ତନ କରି ଏକ କନଫର୍ମ ଟିକେଟ୍ ବୁକ୍ କରନ୍ତୁ।

ନଭେମ୍ବର ୨୭ ରୁ ନଭେମ୍ବର ୫ ପର୍ଯ୍ୟନ୍ତ ଚାଲିବ ପେଟିଏମର ଏହି ନୂଆ ଫିଚର। ଏହି ସମୟ ମଧ୍ୟରେ ଯାତ୍ରୀମାନେ ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ, ଟ୍ରେନ୍ ଏବଂ ବସ୍ ଉପରେ ବଡ଼ ରିହାତି ପାଇପାରିବେ।

Also Read: Gold Rate Today: ସୁନା ଦରରେ ବୃହତ ହ୍ରାସ, ୫୦ ହଜାର ତଳେ ଭରି ପିଛା ସୁନା ଦର..