BSKY Nabin Card: ବଢ଼ିବ ବିଏସକେୱାଇ-ନବୀନ କାର୍ଡ ଆବେଦନ ସମୟ; ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ସହ ଏସ୍‍ଏଚ୍‍ଜି ସଦସ୍ୟ ହେବେ ସାମିଲ

BSKY Naveen Card Apply: ରାଜ୍ୟ ସରକାର ଜାନୁଆରୀ ୧୬ ତାରିଖରେ ବିଏସକେୱାଇ ନବୀନ କାର୍ଡ ଅନଲାଇନ ଦରଖାସ୍ତ ପଞ୍ଜୀକରଣ ସମୟ ସୀମାକୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

BSKY Nabin Card: ବଢ଼ିବ ବିଏସକେୱାଇ-ନବୀନ କାର୍ଡ ଆବେଦନ ସମୟ; ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ସହ ଏସ୍‍ଏଚ୍‍ଜି ସଦସ୍ୟ ହେବେ ସାମିଲ

About the Author