Odisha Weather Today: ରଜମଉଜକୁ ବରବାଦ କଲା ଗୁଳୁଗୁଳି, ଆହୁରି କେତେଦିନ କରିବ ଛଟପଟ?

Odisha Weather Today: ରାଜ୍ୟର ୧୧ଟି ଜିଲ୍ଲାରେ ସ୍ବାଭାବିକ କିମ୍ବା ତାଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ୧୯ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ଗତକାଲି ହୋଇଥିବା ବର୍ଷାରେ ଫୁଲବାଣୀରେ ସର୍ବାଧିକ ୩୦ ମିମି ବର୍ଷା ରେକର୍ଡ କରାଯାଇଥିଲା।

Odisha Weather Today: ରଜମଉଜକୁ ବରବାଦ କଲା ଗୁଳୁଗୁଳି, ଆହୁରି କେତେଦିନ କରିବ ଛଟପଟ?

About the Author