Pakistan Election Results: ପାକିସ୍ତାନରେ ଅବକି ବାର୍ ଇମ୍ରାନ ସରକାର !

Pakistan Election Results: ପାକିସ୍ତାନର ରାଜନୀତିକୁ ନେଇ ବର୍ତ୍ତମାନ ସମସ୍ତ ପଡୋଶୀ ଦେଶ ଗୁଡିକ ଉତ୍ସାହିତ ଅଛନ୍ତି । ଯାହା ଆଶା କରାଯାଉନଥିଲା ତାହା ଘଟିଛି । ପୂର୍ବରୁ ଅନୁମାନ କରାଯାଉଥିଲା ଯେ, ନୱାଜ ସରିଫ ସେନା ସହଯୋଗରେ ସରକାର ଗଢିବେ କିନ୍ତୁ AI ଟେକନୋଲୋଜି ସାହାଯ୍ୟରେ ପୂର୍ବତନ କ୍ରିକେଟର ଇମ୍ରାନ ଖାନ୍ ବଡ଼ ବିଜୟ ହାସଲ କରିଥିବା କୁହାଯାଉଛି । କିନ୍ତୁ ସରକାରୀ ସ୍ତରରେ ଏନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ ।

Pakistan Election Results: ପାକିସ୍ତାନରେ ଅବକି ବାର୍ ଇମ୍ରାନ ସରକାର !

About the Author