Nawaz Sharif Victory Speech: 'ପଡୋଶୀ ଦେଶ ସହ ଆମେ ରଖିବାକୁ ଚାହୁଁଛୁ ଭଲ ସମ୍ପର୍କ'

Nawaz Sharif Claims Victory in Pakistan General Election 2024: ପାକିସ୍ତାନ ସାଧାରଣ ନିର୍ବାଚନ ୨୦୨୪ ପାଇଁ ଭୋଟ ଗଣତି ଜାରି ରହିଛି। ଅନ୍ୟପଟେ ଦେଶରେ ପୁଣି ଥରେ ସରକାର ଗଠନ କରିବା ପାଇଁ ଦାବି କରିଛନ୍ତି ନୱାଜ ସରିଫ।

Nawaz Sharif Victory Speech: 'ପଡୋଶୀ ଦେଶ ସହ ଆମେ ରଖିବାକୁ ଚାହୁଁଛୁ ଭଲ ସମ୍ପର୍କ'