Budget Session : ଭାରତୀୟ ଶିକ୍ଷା ବ୍ୟବସ୍ଥା ଏକ ଧୋକା, କହିଲେ ରାହୁଲ; ବାଚସ୍ପତି ଏବଂ ମନ୍ତ୍ରୀଙ୍କର ଉଦବେଦଗ

ବିରୋଧୀ ଦଳ ନେତା ପରୀକ୍ଷା ବ୍ୟବସ୍ଥାକୁ ଧୋକା ବୋଲି କହିବା ଦୁର୍ଭାଗ୍ୟଜନକ। ମୁଁ କାହା ଦୟାରେ ଏଠି ମନ୍ତ୍ରୀ ହୋଇ ନାହିଁ କି ମୋର ସଂସ୍କାର, ଶିକ୍ଷା, ବିଷୟରେ ଆପଣଙ୍କର ପ୍ରମାଣ ପତ୍ର ଚାହୁଁନାହିଁ। ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍ତରଦାୟିତ୍ୱ ଆସ୍ଥା ଅନୁସାରେ ଏଠାରେ ମନ୍ତ୍ରୀ ଭାବରେ କାର୍ଯ୍ୟରତ। ଯେତେବେଳେ ସେ ଚାହିଁବେ ସେବେ ଏ ପଦବୀ ମଧ୍ୟ ମୁଁ ଛାଡିବାକୁ ପ୍ରସ୍ତୁତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Budget Session : ଭାରତୀୟ ଶିକ୍ଷା ବ୍ୟବସ୍ଥା ଏକ ଧୋକା, କହିଲେ ରାହୁଲ; ବାଚସ୍ପତି ଏବଂ ମନ୍ତ୍ରୀଙ୍କର ଉଦବେଦଗ

About the Author