Petrol Diesel Price Today: ଭୁବନେଶ୍ବରରେ କେତେ ବଢିଲା ପେଟ୍ରୋଲ-ଡିଜେଲ୍ ଦର? ଜାଣନ୍ତୁ

Petrol Diesel Price Today: ଆଜି ଜୁଲାଇ ୨୫ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି। ଗୁରୁବାର ଦିନ ଦେଶର ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦର ଲୋକଙ୍କ ଚିନ୍ତା ବଢାଇଛି। ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ?

Petrol Diesel Price Today: ଭୁବନେଶ୍ବରରେ କେତେ ବଢିଲା ପେଟ୍ରୋଲ-ଡିଜେଲ୍ ଦର? ଜାଣନ୍ତୁ

About the Author