Advertisement
Photo Details/zeeodisha/odisha2585120
photoDetails0hindi

Aajira Panipaga: ପାଣିପାଗ ବିଭାଗର ଚେତାବନୀ, ଆହୁରି ଖସିବ ତାପମାତ୍ରା...

 ଜାମ୍ମୁ କାଶ୍ମୀରରେ ପାଗ ଖରାପ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। ଜାନୁୟାରୀ ୫-୬ ରେ ପ୍ରବଳ ତୁଷାରପାତ ହେବାର ସମ୍ଭାବନା ରହିଛି। ଗୁଲମର୍ଗ ଏବଂ ଲେହରେ ତାପମାତ୍ରା ରେକର୍ଡ କରାଯାଇଛି।

1/6
Snow covered in jammu kashmir: ଜାମ୍ମୁ କାଶ୍ମୀରରେ ପାଗ ଖରାପ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। ଜାନୁୟାରୀ ୫-୬ ରେ ପ୍ରବଳ ତୁଷାରପାତ ହେବାର ସମ୍ଭାବନା ରହିଛି। ଗୁଲମର୍ଗ ଏବଂ ଲେହରେ ତାପମାତ୍ରା ରେକର୍ଡ କରାଯାଇଛି। ଉତ୍ତର ପଶ୍ଚିମରୁ ପ୍ରବାହିତ ବରଫ ପବନ ଉତ୍ତର ଭାରତରେ ଥଣ୍ଡା ବଢ଼ାଇଛି। ବର୍ତ୍ତମାନ ଶୀତରୁ କୌଣସି ପ୍ରକାରର ଆରାମ ମିଳିବାର ଆଶା ନାହିଁ। 

2/6
ଜାନୁଆରୀରେ ଜାମ୍ମୁ କାଶ୍ମୀରରେ ବର୍ଷା ଓ ତୁଷାରପାତ ହେବାର ସମ୍ଭାବନା ରହିଛି। ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଗୁଲମର୍ଗରେ ଅପେକ୍ଷାକୃତ ଅଧିକ ଥଣ୍ଡା ରହିଛି। 

3/6
ଜାମ୍ମୁ କାଶ୍ମୀରରେ ପ୍ରବଳ ତୁଷାରପାତ ହେତୁ ପରିସ୍ଥିତି ବିଗିଡି ଯାଇଛି: କାଶ୍ମୀର ଉପତ୍ୟକା ଏବଂ ଲଦାଖକୁ ସଂଯୋଗ କରୁଥିବା ଜୋଜିଲା ମାଉଣ୍ଟେନ୍ ପାସ୍ ଉଭୟ ପାର୍ଶ୍ୱରୁ ବନ୍ଦ ରହିଛି। ସର୍ବଶେଷ ତୁଷାରପାତ ପରେ ଏହି ରାସ୍ତା ବନ୍ଦ ହୋଇଯାଇଛି। 

4/6

ଜାମ୍ମୁ କାଶ୍ମୀରର ବାରାମୁଲାର ଗୁଲମର୍ଗ ଅଞ୍ଚଳ ସମ୍ପୂର୍ଣ୍ଣ ବରଫରେ ଆଚ୍ଛାଦିତ ହୋଇ ରହିଛି।

5/6

କୁପୱାଡ଼ା, ବାନ୍ଦିପୋରା ଏବଂ ଡୋଡାରେ ତୁଷାରପାତ ହେତୁ ସ୍ଥିତି ଖରାପ ରହିଛି। ଶ୍ରୀନଗର, ଜାମ୍ମୁ କାଶ୍ମୀରରେ ଲୋକମାନେ ପ୍ରବଳ ଶୀତ ଯୋଗୁ ଲୋକେ ନାନାଦି ସମସ୍ୟା ଭୋଗୁଛନ୍ତି।

6/6

 ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଉଛି। ସମଗ୍ର ସହର ବରଫରେ ଆଚ୍ଛାଦିତ ରହିଛି।