Advertisement
Photo Details/zeeodisha/odisha2423137
photoDetails0hindi

Gold Rate Today: ଜାରି ହେଲା ନୂଆ ସୁନା ଦର, ଜାଣନ୍ତୁ ଭରି ପିଛା କେତେ ଟଙ୍କା କମିଲା ରେଟ୍ ?

ସୁନାପ୍ରେମୀଙ୍କ ପାଇଁ ଖୁସି ଖବର। ପାର୍ବଣ ପୂର୍ବରୁ ଖସିଲା ରେଟ୍। ଯାହା ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି। ଗତକିଛି ଦିନ ହେବ ସୁନା ଦରରେ ଅହେତୁକ ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢାଇଥିଲା। ତେବେ, ଏ-ଭଳି ସ୍ଥିତିରେ ସୁନାଦର ହ୍ରାସ ହୋଇଛି। ଯଦି ଆପଣ ଆଜି ସୁନା-ଅଳଙ୍କାର କିଣିବା ପାଇଁ ପ୍ଲାନ୍ କରିଛନ୍ତି । ତେବେ, ଏ-ହି ଖବରଟି ଆପଣଙ୍କ ପ

1/5
ଆଜି ଭାରତରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୬୬,୭୭୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍  ୭୨,୮୪୦ ଟଙ୍କା ରହିଛି। ଏହି କ୍ରମରେ  ୨୨ ଓ ୨୪ କ୍ୟାରେଟ୍ ରେ ୩୦ ଟଙ୍କା ହ୍ରାସ ପାଇଛି। 

ALSO READ: Budha Sukra Yuti 2024: ବୁଧ ଓ ଶୁକ୍ରଙ୍କ କୃପାରୁ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ବ୍ୟବସାୟରେ ମିଳିବ ଦ୍ବି-ଗୁଣିତ ଲାଭ ସହ...

ALSO READ:  Petrol Diesel Price Today: ନୂଆ ତେଲ ଦର ଜାରି, ଜାଣନ୍ତୁ ରାଜ୍ୟରେ ଲିଟର ପିଛା କେତେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍?

2/5
ସେପଟେ, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୬୬,୯୨୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ଦାମ୍ ୭୨,୯୯୦ ଟଙ୍କା ରହିଛି। ଏଠାରେ ମଧ୍ୟ ୨୨ ଓ ୨୪ କ୍ୟାରେଟ୍ ରେ ୩୦ ଟଙ୍କା ହ୍ରାସ ପାଇଛି। 

3/5
ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୬୬,୭୭୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୭୨,୮୫୦ ଟଙ୍କା ରହିଛି। ଏଠାରେ  ମଧ୍ୟ ୨୨ ଓ ୨୩ କ୍ୟାରେଟ୍ ପିଛା ୩୦ ଟଙ୍କା ହ୍ରାସ ପାଇଛି। 

4/5
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୬,୭୭୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୨,୮୪୦ ଟଙ୍କା ରହିଛି। ଏଠାରେ ମଧ୍ୟ ୨୨ ଓ ୨୪ କ୍ୟାରେଟ୍ ରେ ୩୦ ଟଙ୍କା କମିଛି।

5/5
ଅନ୍ୟପଟେ, ଓଡିଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୬୬,୭୭୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୨,୮୪୦ ଟଙ୍କା ରହିଛି। ଏଠାରେ ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହିଁବୁ ଯେ, ୨୨ ଓ ୨୪ କ୍ୟାରେଟ୍ ରେ ୩୦ ଟଙ୍କା ହ୍ରାସ ପାଇଛି।