Banakalagi Ritual: ଆଜି ରାତିରେ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ପବିତ୍ର ବନକଲାଗି ପୂଜା ଅନୁଷ୍ଠିତ ହେବ। ମନ୍ଦିର ପ୍ରଶାସନ ଘୋଷଣା କରିଛି ଯେ ରାତି ୯ଟାରୁ ଭୋର ୩ଟା ପର୍ଯ୍ୟନ୍ତ ଆଡପ ମଣ୍ଡପରେ ସାର୍ବଜନୀନ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗମଣ୍ଡପ ପୂଜା ସମାପ୍ତ ହେବା ପରେ ଏହି କଟକଣା ଜାରି କରାଯାଇଛି।
Ketu in Magha Nakshatra Second Pad 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଛାୟା ଗ୍ରହ କେତୁ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ୨ ଅଗଷ୍ଟ,ଦିନ ୧୨ ଟା ୮ ମିନିଟ୍ ରେ, କେତୁ ମାଘ ନକ୍ଷତ୍ରର ଦ୍ୱିତୀୟ ସ୍ଥାନରେ ପ୍ରବେଶ କରିବେ। ଏହାର ପ୍ରଭାବ ଚାରୋଟି ରାଶି ପାଇଁ ଅତ୍ୟନ୍ତ ଶୁଭ ପ୍ରମାଣିତ ହେବ। କେତୁ ୩ ଅକ୍ଟୋବର,୨୦୨୬ ପର୍ଯ୍ୟନ୍ତ ଏହି ସ୍ଥିତିରେ ଗୋଚର କରିବେ। ଆସନ୍ତୁ ଜାଣିବା ମାଘ ନକ୍ଷତ୍ରର ଦ୍ୱିତୀୟ ସ୍ଥାନରେ କେତୁଙ୍କ ଗୋଚରରୁ କେଉଁ ରାଶିର ବ୍ୟକ୍ତିମାନେ ଲାଭ ପାଇବେ।
Adapa Abhada: ଆଡ଼ପ ମଣ୍ତପରେ ବିଜେ କରିଛନ୍ତି ଶ୍ରୀଜୀଉ। ଶ୍ରୀଗୁଣ୍ତିଚା ମନ୍ଦିର ସମ୍ମୁଖରେ ଦର୍ଶନ ଦେବା ପରେ ଶନିବାର ସନ୍ଧ୍ୟାରେ ରଥାରୁଢ ଚତୁର୍ଦ୍ଧା ବିଗ୍ରହ ଗୋଟି ପହଣ୍ତିରେ ଜନ୍ମବେଦୀରେ ବିରାଜମାନ ହୋଇଛନ୍ତି।
Parliament Monsoon Session 2026: ଆସନ୍ତାକାଲି(ଜୁଲାଇ ୨୦)ରୁ ସଂସଦର ମୌସୁମୀ ଅଧିବେସଶନ ଆରମ୍ଭ ହେବାକୁ ଯାଉଛି।
Sonam Wangchuk: ଦିର୍ଘ ୨୧ ଦିନ ଧରି ଦିଲ୍ଲୀର ଜନ୍ତର ମନ୍ତରରେ ଅନଶନରେ ଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ନେଇ ଆସିଛି ଏକ ବଡ଼ ଅପଡେଟ୍। ଆଜି (ଶନିବାର) ସକାଳେ, ଦିଲ୍ଲୀ ପୋଲିସ ତାଙ୍କୁ ବଳପୂର୍ବକ ସଫଦରଜଙ୍ଗ ହସ୍ପିଟାଲକୁ ନେଇଯାଇଥିଲା।
Adapa Mandapa Bije Ritual: ଶରଧାବାଲିରେ ତିନି ରଥ। ଲୀଳାମୟ ଜଗନ୍ନାଥ ରତ୍ନବେଦୀ ଛାଡି ବଡ଼ଦାଣ୍ତକୁ ଓହ୍ଲାଇ ଆସିଛନ୍ତି ଭକ୍ତଙ୍କୁ ଦର୍ଶନ ଦେବା ପାଇଁ...
Rain Alert: ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଆଜି ଭାରୀ ବର୍ଷା ହେବ।
Odisha News: ଶୁକ୍ରବାର ଦିନ ଇମେଲ୍ ମାଧ୍ୟମରେ ଜଗତସିଂହପୁର ଏବଂ ଝାରସୁଗୁଡ଼ା ଜିଲ୍ଲା କୋର୍ଟକୁ ବୋମା ଧମକ ପଠାଯିବା ପରେ ଆତଙ୍କ ଖେଳିଯାଇଛି।
FIFA 2026: ଫିଫା ଫାଇନାଲ୍ ମ୍ୟାଚ୍ ପାଇଁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଆର୍ଜେଣ୍ଟିନା ଏବଂ ସ୍ପେନ ମଧ୍ୟରେ ଟାଇଟଲ ଲଢ଼େଇ ୧୯ ଜୁଲାଇ ରାତିରେ ଆରମ୍ଭ ହେବ।
School Closed:ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି, ସୋନପୁର ଜିଲ୍ଲା ପ୍ରଶାସନ ଆଜି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି ରହିବ।
August Rajyog 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଅଗଷ୍ଟ ମାସରେ ସୂର୍ଯ୍ୟ, ବୁଧ ଓ ଶୁକ୍ର ଭଳି ବଡ଼ ଗ୍ରହ ସେମାନଙ୍କର ମୂଳ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଯାହାର ପ୍ରଭାବ କିଛି ରାଶିଙ୍କ ଉପରେ ପଡ଼ିବାକୁ ଯାଉଛି। ଯଦି ଜାତକରେ ଶୁକ୍ର-ବୁଧ ଓ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ,ବ୍ୟକ୍ତି କ୍ୟାରିୟରରେ ଅଗ୍ରଗତି କରିବା ସହ ପ୍ରଚୁର ପରିମାଣରେ ଅର୍ଥଲାଭ କରିଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଅଗଷ୍ଟ ମାସରେ ଚମକିବାକୁ ଯାଉଛି।....
Balochistan News: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ସମସ୍ୟା କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ, ପିଓକେରେ ପ୍ରତିବାଦକାରୀମାନେ ପାକିସ୍ତାନ ବିରୁଦ୍ଧରେ ଏକ ମୋର୍ଚ୍ଚା ଆରମ୍ଭ କରିଛନ୍ତି।
Odisha Weather Update: ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ଜାରି ରହିବ ବର୍ଷା। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ପ୍ରଭାବରେ ବିସ୍ତୃତ ଅଞ୍ଚଳରେ ପ୍ରବଳ ବର୍ଷା ହେବ।
IRCTC: ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର!(IRCTC) ଆଇଆରସିଟିସିରେ ୱେବସାଇଟରେ ଟିକେଟ୍ ବୁକ୍ କରୁଥିବା ଯାତ୍ରୀମାନେ ଏଣିକି ସମସ୍ୟାର ସମ୍ମୁଖିନ ହେବେନି।
Weather News: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ଏଭଳି ସ୍ଥିତି ଆହୁରି ୪ ଦିନ ଲାଗି ରହିବ। ଆଜି ରଥଯାତ୍ରା ଥିବାରୁ ପୁରୀରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ୟେଲୋ ଆଲର୍ଟ ଜାରି କରିଛି। ଆଜି ଭୁବନେଶ୍ୱର ଏବଂ କଟକ ପାଇଁ ଏକ ଅରେଂଜ ଆଲର୍ଟ ଜାରି କରିଛି।
Odisha News:: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପ-ସଭାପତି ଏବଂ କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ଜିଲ୍ଲାର ଜୀବନରେଖା କୁହାଯାଉଥିବା ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପର ଦ୍ଵିତୀୟ ରେଳ ଲାଇନ ପାଇଁ ଦେଇଥିବା ପ୍ରସ୍ତାବକୁ ବୁଧବାର କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି। ଏନେଇ ଶ୍ରୀ ପଣ୍ଡା (୩୦.୦୮.୨୦୨୪) ତାରିଖରେ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଏକ ପତ୍ର ଜରିଆରେ ପ୍ରସ୍ତାବ ଦେଇଥିଲେ।
Kark Sankranti 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ, ଗ୍ରହମାନଙ୍କର ରାଜା ସୂର୍ଯ୍ୟଦେବ ଆଜି ସକାଳ ୫ଟା ୩୦ ମିନିଟ୍ ସମୟରେ ମିଥୁନ ରାଶିରୁ ବାହାରି କର୍କଟ ରାଶିକୁ ଗମନ କରିଛନ୍ତି। କର୍କଟ ସଂକ୍ରାନ୍ତିରେ ସୂର୍ଯ୍ୟଙ୍କ ଏହି ଚଳନ କିଛି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଯଦି ଜାତକରେ ସୂର୍ଯ୍ୟଙ୍କ ଏହି ସ୍ଥିତି ବେଶ୍ ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ,ନଜର ପକାନ୍ତୁ କେଉଁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।....
Guru Asta 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ସୂର୍ଯ୍ୟ କର୍କଟ ରାଶିରେ ପ୍ରବେଶ କରିବା ସହ ୨ଟି ଗ୍ରହ ଅତି ନିକଟତର ରହିବେ। ଏବଂ ଦେବଗୁରୁ ବୃହସ୍ପତି ଜୁଲାଇ ୧୪ ରୁ ୧୨ ଅଗଷ୍ଟ ଯାଏଁ ଅସ୍ତଗାମୀ ହେବେ। ବୃହସ୍ପତିଙ୍କ ଅସ୍ତ ହେବା କିଛି ରାଶିଙ୍କ ପାଇଁ ଅଶୁଭ ପ୍ରମାଣିତ ହେବ। ଏହି ସମୟରେ ସତର୍କ ରହିବାକୁ ପଡିବ।...ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...
Rain Alert: ରାଜ୍ୟରେ ଜାରି ରହିଛି ଖରା-ବର୍ଷାର ଲୁଚକାଳି ଖେଳ। ୧୬ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
Odisha Weather Update: ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ସାତ ଦିନ ମଧ୍ୟରେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) କହିଛି।
Odisha Vigilance: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ପୋଲିସ ଷ୍ଟେସନରେ ନିୟୋଜିତ ଜଣେ ସହକାରୀ ସବ-ଇନ୍ସପେକ୍ଟର (ଏଏସଆଇ) ଅକ୍ଷୟ କୁମାର ସେଠୀଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ଏକ ଦୁର୍ନୀତି ମାମଲା ରୁଜୁ କରିଛି। ଯିଏ ଏକ ଜମି ବିବାଦ ମାମଲାର ସମାଧାନ ପାଇଁ ୫,୦୦୦ ଲାଞ୍ଚ ନେଇ ନେଇଥିଲ ଏବଂ ଭିଜିଲାନ୍ସ ଟିମକୁ ଦେଖିବା ପରେ ଟଙ୍କା ନେଇ ପଳାଇ ଯାଇଥିଲେ।
Ips Officer Resignation: ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫାର କିଛି ଦିନ ପରେ, ଆଉ ଜଣେ ଯୁବ ଆଇପିଏସ୍ ଅଧିକାରୀ ସରକାରୀ ଚାକିରି ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି।