Advertisement
Photo Details/zeeodisha/odisha2512407
photoDetails0hindi

Gold Rate Today: ଆଜି ସୁନାଦରରେ ବଡ଼ ଧରଣର ହ୍ରାସ, ୫୮ ହଜାର ତଳେ ରହିଛି ଦର

Gold Rate Today: ସୁନାପ୍ରେମୀଙ୍କ ପାଇଁ ଖୁସି ଖବର।  ଲଗାତର ଦ୍ବିତୀୟ ଦିନ ପାଇଁ ଶସ୍ତା ହେଲା ସୁନା। ଗତକାଲି ସୁନା ରେଟ୍ ଖସିଥିବା ବେଳେ ଆଜି ମଧ୍ୟ ଦରରେ ହ୍ରାସ ଦେଖିବାକୁ ମିଳିଛି। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ ପ୍ଲାନ କରିଛନ୍ତି। ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ ତେତେ ରହିଛି ସୁନା ରେଟ୍?

1/5
  ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୦, ୪୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୬,୮୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୪୦୦ ଓ ୪୪୦ ଟଙ୍କା କମିଛି।   

ALSO READ:  Guru Gochar 2024: ବୃହସ୍ପତି ୫ରାଶିଙ୍କୁ ଦେବେ ଶୁଭଫଳ ,କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର, ବଢିବ ଆୟ !

ALSO READ: Job And Business Horoscope: ନଭେମ୍ବର ୧୩ରେ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ମାଲାମାଲ୍ ହେବେ ଚାକିରିଆଙ୍କ ସହ...

2/5
ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୦,୬୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୦୦୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ  ୪୦୦ ଓ ୪୪୦ ଟଙ୍କା ହ୍ରାସ ହୋଇଛି।

3/5
ମୁମ୍ବାଇରେ ବି ସୁନା ରେଟ୍ ଖସିଛି। ୨୨ କ୍ୟାରେଟ୍ ର ୧୦ ଗ୍ରାମ୍ ମୂଲ୍ୟ ୭୦,୪୫୦ ଟଙ୍କା ରହିଥିୂବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୬,୮୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୪୦୦ ଓ ୪୪୦ ଟଙ୍କା କମିଛି।

4/5
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୭୦, ୪୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୬, ୮୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୪୦୦ ଓ ୪୪୦ ଟଙ୍କା ଖସିଛି। 

5/5
ସେହିପରି, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୦,୪୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୬,୮୫୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ଦାମ୍ ୫୭,୬୪୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୪୦୦ ଓ  ୨୪ କ୍ୟାରେଟ୍ ରେ ୪୪୦ ଓ ୧୮ କ୍ୟାରେଟ୍ ରେ ୩୩୦ ଟଙ୍କା କମିଛି।