Advertisement
Photo Details/zeeodisha/odisha2493212
photoDetails0hindi

Gold Rate Today: ଧନତେରସ ପାଇଁ ସୁନା ବଜାରରେ ନିଆଁ, ପୁଣି ଭରି ପିଛା ବଢିଲା ଏତିକି ଟଙ୍କା

Gold Rate Today: ଧନତେରାସ୍-ରେ ଗ୍ରାହକଙ୍କୁ ମିଳିଲା ବଡ଼ ଝଟକା। ପୁଣି ବଢିଲା ସୁନା ରେଟ୍।  ଗତ କିଛି ଦିନ ହେବ ସୁନା ରେଟ୍ ବୃଦ୍ଧି ପାଉଥିବା ବେଳେ ଆଜି ମଧ୍ୟ ଦରରେ ପରିବର୍ତ୍ତନ ଦେଖାଦେଇଛି। ଆଜି ଧନତେରାସ୍ ଥିବାରୁ ଆପଣ ଯଦି ସୁନା-ଅଳଙ୍କାର କିଣିବା ପାଇଁ ପ୍ଲାନ୍ କରିଛନ୍ତି। ତେବେ, ଏହି ଖବର ଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ । ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍?...

1/5
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୩,୭୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୦, ୪୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୬୦୦ ଓ ୬୫୦ ଟଙ୍କା ବୃଦ୍ଧି ପାଇଛି।   

ALSO READ: Diwali Special Train List: ଦୀପାବଳି ପାଇଁ ଆଜିଠୁ ଗଡିବ ୨୦୦ ସ୍ୱତନ୍ତ୍ର ଟ୍ରେନ, ଏଠାରେ ଦେଖନ୍ତୁ ପୂରା ତାଲିକା

ALSO READ:  Horoscope 30 October 2024: ୩୦ ଅକ୍ଟୋବରରେ ଭଗବାନ ଗଣେଶ ଚମକାଇବେ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ  

2/5
ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୩,୯୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୦,୬୦୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୬୦୦ ଓ ୬୫୦ ଟଙ୍କା ବୃଦ୍ଧି ପାଇଛି। 

3/5
  ମାୟାନଗରୀ ମୁମ୍ବାଇରେ ମଧ୍ୟ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୩,୯୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ  ୮୦,୬୦୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୬୦୦ ଓ ୬୫୦ ଟଙ୍କା ବଢିଛି।

4/5
  ସେହିପରି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୩,୭୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୦,୪୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୬୦୦ ଓ ୬୪୦ ଟଙ୍କା ବୃଦ୍ଧି ପାଇଛି। 

5/5
ସେହିପରି ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍  ୭୩,୭୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୦,୪୫୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ଦାମ୍ ୬୦,୩୪୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୬୦୦, ୨୪ କ୍ୟାରେଟ୍ ରେ ୬୫୦ ଓ ୧୮ କ୍ୟାରେଟ୍ ରେ ୪୯୦ ଟଙ୍କା ବୃଦ୍ଧି ପାଇଛି।