ନୂଆ ଭୋଟର ସଚେତନ କରିବା ପାଇଁ ପ୍ଲା କାର୍ଡ ଜରିଆରେ ଅନେକ ବାର୍ତ୍ତା ଦିଆଯାଇଛି।
ସଚେତନ ଓ ସଂଶୋଧନ ଆଜିଠୁ ମାସେ ଯାଏ ଚାଲିବ।
୨୦୦୬ ମସିହାରେ ଜନ୍ମ କିମ୍ୱା ତା ପୂର୍ବରୁ ଜନ୍ମ ହୋଇଥିବା ସାବାଳକ ମାନେ ଏହି ସମୟରେ ଭୋଟର କାର୍ଡ ତିଆରି କରିବା, ନା ଓ ଆଡ୍ରେସ ପରିବର୍ତ୍ତନ କରିବା ଓ ଅନ୍ୟାନ୍ୟ ଭୋଟର କାର୍ଡ ଫଟୋ ତ୍ରୁଟି ଥିଲେ ସଂଶୋଧନ କରିବା ଭଳି ଅନେକ ସମସ୍ୟା ସମାଧାନ କରିପାରିବେ ବୋଲି କୁହାଯାଇଛି।
ट्रेन्डिंग फोटोज़