Gold Rate Today: ସୁନା ପ୍ରେମୀଙ୍କ ପାଇଁ ଖୁସି ଖବର। ଲଗାତର ତିନି ଦିନ ହେବ ସୁନା ଦର ବୃଦ୍ଧି ଗ୍ରାହକଙ୍କ ନିଦ ହଜେଇ ଦେଇଥିଲା। ଆଜି ଦର ହ୍ରାସ ପାଇଛି। ବିବାହ ସିଜିନ୍-ରେ ଅର୍ଥାତ୍ ଆଜି ଆପଣ ସୁନା କିଣିବା ପାଇଁ ଯୋଜନା କରିଥିଲେ। ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ଆଜିର ସୁନାରେଟ୍?
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାରେ ୧୦ ଗ୍ରାମ୍ ରେଟ୍ ୭୧,୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୬୨୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୫୦ ଓ ୨୭୦ ଟଙ୍କା ହ୍ରାସ ପାଇଛି।
ALSO READ: Shani Gochar 2025: ୨୦୨୫-ମାର୍ଚ୍ଚରେ ଶନିଙ୍କ ଶୁଭ ଚଳନ, ୫ ରାଶି ହେବେ ଭାଗ୍ୟବାନ୍, ବଢିବ ବ୍ୟାଙ୍କ୍ ବାଲାନ୍ସ!
ALSO READ: Surya Gochar 2024: ସୂର୍ଯ୍ୟଦେବ ଚମକାଇବେ ଏହିସବୁ ରାଶିଙ୍କ ଭାଗ୍ୟ, କ୍ୟାରିୟରରେ ହେବ ଉନ୍ନତି ସହ...
ସେହିପରି ଦେଶର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୩୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୭୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୫୦ ଓ ୨୭୦ ଟଙ୍କା କମିଛି।
ମାୟା ନଗରୀ ମୁମ୍ବାଇରେ ମଧ୍ୟ ସୁନାର ଦରରେ ପରିବର୍ତ୍ତନ ଦେଖାଦେଇଛି। ୨୨ କ୍ୟାରେଟ୍ ର ୧୦ ଗ୍ରାମ୍ ରେଟ୍ ୭୧,୧୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୬୨୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୫୦ ଓ ୨୭୦ ଟଙ୍କା ହ୍ରାସ ପାଇଛି।
ସେହିପରି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୧୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୬୨୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୫୦ ଓ ୨୭୦ ଟଙ୍କା ଖସିଛି।
ଅନ୍ୟପଟେ, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୭,୬୨୦ ଓ ୧୮ କ୍ୟାରେଟ୍ ର ଦାମ୍ ୫୮, ୨୨୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୨୫୦, ୨୪ କ୍ୟାରେଟ୍ ରେ ୨୭୦ ଓ ୧୮ କ୍ୟାରେଟ୍ ରେ ୨୦୦ ଟଙ୍କା ହ୍ରାସ ପାଇଛି।
ट्रेन्डिंग फोटोज़