Advertisement
Photo Details/zeeodisha/odisha2465684
photoDetails0hindi

Gold Rate Today: ଦଶହରା ପୂର୍ବରୁ ସୁନା ଦରରେ ବୃହତ ହ୍ରାସ, ୫୮ ହଜାର ତଳେ ଭରି ପିଛା ମୂଲ୍ୟ

Gold Rate Today: ସୁନାପ୍ରେମୀଙ୍କ ପାଇଁ ଖୁସି ଖବର। ଦଶହରା ପୂର୍ବରୁ ଖସିଲା ସୁନାରେଟ୍। ଗତ କିଛିଦିନ ହେବ ଲଗାତର ସୁନା ରେଟ୍ ରେ ବୃଦ୍ଧି ଦେଖିବାକୁ ମିଳୁଥିବା ବେଳେ ଆଜି ସୁନାରେଟ୍ ଖସିଛି। ଦରରେ ବୃହତ ହ୍ରାସ ହୋଇଛି। ଯଦି ଆପଣ ପାର୍ବଣକୁ ଅଧିକ ସୁନ୍ଦର କରିବା ପାଇଁ ଚାହୁଁଛନ୍ତି। ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍...?

 

1/5

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ର ସୁନା ରେଟ୍ ୧୦ ଗ୍ରାମ୍ ପିଛା ୭୦,୩୦୦ ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୬,୬୯୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୭୦୦ ଓ ୭୬୦ ଟଙ୍କା ହ୍ରାସ ପାଇଛି।

ALSO READ: Guru Vakri: ବୃହସ୍ପତିଙ୍କ କୃପାରୁ ଏହିସବୁ ରାଶିଙ୍କର ଆରମ୍ଭ ହେବ ଶୁଭ ସମୟ, ମିଳିବ ନୂଆ ଚାକିରି ସାଙ୍ଗକୁ ବ୍ୟବସାୟରେ ହେବ ପ୍ରଚୁର ଲାଭ!

ALSO READ: Petrol Diesel Price Today: ଦଶହରା ପୂର୍ବରୁ ଶସ୍ତା ହେଲା ପେଟ୍ରୋଲ-ଡିଜେଲ୍, ଜାଣନ୍ତୁ ଆଜିର ନୂଆ ରେଟ୍

2/5

ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୭୦, ୪୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୬,୮୪୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୭୦୦ ଓ ୭୬୦ ଟଙ୍କା ହ୍ରାସ ପାଇଛି। 

 

3/5

ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୦,୩୦୦ ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୬, ୬୯୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ ୭୦୦ ଓ ୭୬୦ ଟଙ୍କା ହ୍ରାସ ପାଇଛି। 

4/5

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୭୦,୩୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୬,୬୯୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୭୦୦ ଓ ୭୬୦ ଟଙ୍କା କମିଛି।

5/5

ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୦,୩୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୬,୬୯୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ଦାମ୍ ୫୭,୫୨୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୭୦୦ ଓ ୭୬୦ ଟଙ୍କା କମିଥିବା ବେଳେ ୧୮ କ୍ୟାରେଟ୍ ରେ ୫୭୦ ଟଙ୍କା ହ୍ରାସ ପାଇଛି।