Odisha News(ସମ୍ବଲପୁର): ସମ୍ବଲପୁର ରେଳ ମଣ୍ଡଳ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି ।
Ferozpur Road Accident: ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୯ ଜୀବନ। ପିକଅପ୍ ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ରୁ ଅଧିକ ଆହତ ହୋଇଛନ୍ତି। ପଞ୍ଜାବର ଫିରୋଜପୁର ଜିଲ୍ଲାରେ ଘଟିଛି ଏହି ଛାତିଥରା ଘଟଣା।
Odisha News: ଆସନ୍ତା ୧୦ ତାରିଖରେ ପ୍ରସ୍ତାବିତ ଘରୋଇ ବସ୍ ଧର୍ମଘଟକୁ ବସ୍ ମାଲିକ ସଂଘ ସ୍ଥଗିତ ରଖିଛି।
Petrol Diesel Price Today: ଦେଶରେ ପ୍ରତ୍ୟକ ଦିନ ନୂଆ ପେଟ୍ରୋଲ୍ ଓ ଡିଜେଲ ଦର ଜାରି ହୋଇଥାଏ। ସକାଳ ୬ଟାରେ ନୂଆ ଦର ଜାରି ହୋଇଥାଏ। ତେବେ,ଆସନ୍ତୁ ଜାଣିବା ଆଜି ବିଶେଷକରି ରାଜ୍ୟର କେଉଁ ସ୍ଥାନରେ ତେଲ ଦର ଖସିଛି ଆଉ କେଉଁ ସ୍ଥାନରେ ବୃଦ୍ଧି ପାଇଛି। ନଜର ପକାନ୍ତୁ ପ୍ରମୁଖ ସହରରେ କେତେ ରହିଛି ଆଜିର ତୈଳ ଦର...
Ketu Nakshatra Gochar 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏ-କ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଛାୟା ଗ୍ରହ କେତୁ ଜୁନ୍ ୩୦ ତାରିଖରେ ମାଘ ନକ୍ଷତ୍ରକୁ ଚଳନ କରିବେ। କେତୁଙ୍କ ଏହି ଚଳନ କିଛି ରାଶିଙ୍କ ପାଇଁ ବେଶ୍ ଶୁଭ ପ୍ରମାଣିତ ହେବ। ଯଦି ଜାତକରେ କେତୁଙ୍କ ସ୍ଥିତି ମଜବୁତ୍ ଥିବ,ତେବେ ବ୍ୟକ୍ତି ଅମାପ ଧନ ଐଶ୍ବର୍ଯ୍ୟର ଅଧିକାରୀ ହେବ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।....
Road Accident: କୋଇଲା ବୋଝେଇ ଟ୍ରକକୁ ଧକ୍କା ଦେଲା ବସ୍ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଥିବା ବେଳେ ସମସ୍ତ ଆହତ ଅନୁଗୁଳ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Petrol Diesel Price Today: ଦେଶରେ ପ୍ରତ୍ୟକ ଦିନ ନୂଆ ପେଟ୍ରୋଲ୍ ଓ ଡିଜେଲ ଦର ଜାରି ହୋଇଥାଏ। ସକାଳ ୬ଟାରେ ନୂଆ ଦର ଜାରି ହୋଇଥାଏ। ତେବେ,ଆସନ୍ତୁ ଜାଣିବା ଆଜି ବିଶେଷକରି ରାଜ୍ୟର କେଉଁ ସ୍ଥାନରେ ତେଲ ଦର ଖସିଛି ଆଉ କେଉଁ ସ୍ଥାନରେ ବୃଦ୍ଧି ପାଇଛି। ନଜର ପକାନ୍ତୁ ପ୍ରମୁଖ ସହରରେ କେତେ ରହିଛି ଆଜିର ତୈଳ ଦର...
Petrol Diesel Price Today: ଦେଶରେ ପ୍ରତ୍ୟକ ଦିନ ନୂଆ ପେଟ୍ରୋଲ୍ ଓ ଡିଜେଲ ଦର ଜାରି ହୋଇଥାଏ। ସକାଳ ୬ଟାରେ ନୂଆ ଦର ଜାରି ହୋଇଥାଏ। ତେବେ,ଆସନ୍ତୁ ଜାଣିବା ଆଜି ବିଶେଷକରି ରାଜ୍ୟର କେଉଁ ସ୍ଥାନରେ ତେଲ ଦର ଖସିଛି ଆଉ କେଉଁ ସ୍ଥାନରେ ବୃଦ୍ଧି ପାଇଛି। ନଜର ପକାନ୍ତୁ ପ୍ରମୁଖ ସହରରେ କେତେ ରହିଛି ଆଜିର ତୈଳ ଦର...
Petrol Diesel Price Today: ଦେଶରେ ପ୍ରତ୍ୟକ ଦିନ ନୂଆ ପେଟ୍ରୋଲ୍ ଓ ଡିଜେଲ ଦର ଜାରି ହୋଇଥାଏ। ସକାଳ ୬ଟାରେ ନୂଆ ଦର ଜାରି ହୋଇଥାଏ। ତେବେ,ଆସନ୍ତୁ ଜାଣିବା ଆଜି ବିଶେଷକରି ରାଜ୍ୟର କେଉଁ ସ୍ଥାନରେ ତେଲ ଦର ଖସିଛି ଆଉ କେଉଁ ସ୍ଥାନରେ ବୃଦ୍ଧି ପାଇଛି। ନଜର ପକାନ୍ତୁ ପ୍ରମୁଖ ସହରରେ କେତେ ରହିଛି ଆଜିର ତୈଳ ଦର...
Banakalagi Ritual: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ସିଂହାର କରିବେ।
PM Kisan Samman Nidhi Yojana Beneficiary Status: ଚାଷୀଙ୍କ ପାଇଁ ବଡ଼ ଖବର!ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana) ଅଧୀନରେ ପରବର୍ତ୍ତୀ କିସ୍ତି ପାଇଁ ଚାଷୀଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି। ସରକାର ଖୁବ୍ ଶୀଘ୍ର ପରବର୍ତ୍ତୀ କିସ୍ତି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ। ତେବେ, ଆସନ୍ତୁ ଜାଣିବା କେଉଁ ସମୟ ରେ ଚାଷିଙ୍କ ଆକାଉଣ୍ଟକୁ ଟଙ୍କା ଆସିବ।...
Petrol Diesel Price Today: ଦେଶରେ ପ୍ରତ୍ୟକ ଦିନ ନୂଆ ପେଟ୍ରୋଲ୍ ଓ ଡିଜେଲ ଦର ଜାରି ହୋଇଥାଏ। ସକାଳ ୬ଟାରେ ନୂଆ ଦର ଜାରି ହୋଇଥାଏ। ତେବେ,ଆସନ୍ତୁ ଜାଣିବା ଆଜି ବିଶେଷକରି ରାଜ୍ୟର କେଉଁ ସ୍ଥାନରେ ତେଲ ଦର ଖସିଛି ଆଉ କେଉଁ ସ୍ଥାନରେ ବୃଦ୍ଧି ପାଇଛି। ନଜର ପକାନ୍ତୁ ପ୍ରମୁଖ ସହରରେ କେତେ ରହିଛି ଆଜିର ତୈଳ ଦର...
Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ତାତି କମିଥିଲେ ବି ଗୁଳୁଗୁଳି ଜାରି ରହିଛି। ଆଗକୁ ତାତି କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ୭ ଦିନ ଅର୍ଥାତ ୬ ତାରିଖ ଯାଏଁ କାଳବୈଶାଖୀ ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
Petrol-Diesel Price Today: ଦେଶରେ ପ୍ରତ୍ୟକ ଦିନ ନୂଆ ପେଟ୍ରୋଲ୍ ଓ ଡିଜେଲ ଦର ଜାରି ହୋଇଥାଏ। ସକାଳ ୬ଟାରେ ନୂଆ ଦର ଜାରି ହୋଇଥାଏ। ତେବେ,ଆସନ୍ତୁ ଜାଣିବା ଆଜି ବିଶେଷକରି ରାଜ୍ୟର କେଉଁ ସ୍ଥାନରେ ତେଲ ଦର ଖସିଛି ଆଉ କେଉଁ ସ୍ଥାନରେ ବୃଦ୍ଧି ପାଇଛି। ନଜର ପକାନ୍ତୁ ପ୍ରମୁଖ ସହରରେ କେତେ ରହିଛି ଆଜିର ତୈଳ ଦର...
Petrol-Diesel Price Today: ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଏହି ବୃଦ୍ଧି ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଇବ। ତୈଳ କମ୍ପାନୀଗୁଡ଼ିକ ଦ୍ୱାରା ପ୍ରକାଶିତ ନୂତନ ଦର ଅନୁସାରେ, ପେଟ୍ରୋଲ ଏବଂ ଡିଜେଲ ଉଭୟ ପୂର୍ବ ଅପେକ୍ଷା ମହଙ୍ଗା ହୋଇଯାଇଛି।
Petrol Diesel Price Today: ଦେଶରେ ପ୍ରତ୍ୟକ ଦିନ ନୂଆ ପେଟ୍ରୋଲ୍ ଓ ଡିଜେଲ ଦର ଜାରି ହୋଇଥାଏ। ସକାଳ ୬ଟାରେ ନୂଆ ଦର ଜାରି ହୋଇଥାଏ। ତେବେ,ଆସନ୍ତୁ ଜାଣିବା ଆଜି ବିଶେଷକରି ରାଜ୍ୟର କେଉଁ ସ୍ଥାନରେ ତେଲ ଦର ଖସିଛି ଆଉ କେଉଁ ସ୍ଥାନରେ ବୃଦ୍ଧି ପାଇଛି। ନଜର ପକାନ୍ତୁ ପ୍ରମୁଖ ସହରରେ କେତେ ରହିଛି ଆଜିର ତୈଳ ଦର...
Odisha News: ଅଶୁଭ ମଙ୍ଗଳବାର! ପାଇଖାନା ଟାଙ୍କିରେ ଚାଲିଗଲା ୬ ଜୀବନ। କଳାହାଣ୍ଡି ଜିଲ୍ଲା ରାମପୁର ଥାନା ଗୌଡ଼ କର୍ଲାଖୁଣ୍ଟା ଗାଁରେ ଘଟିଛି ଅଘଟଣ ।
Guru Gochar 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଜୁନ୍ ୨ ତାରିଖ ଦିନ ବୃହସ୍ପତି ମିଥୁନ ରାଶିରୁ ବାହାରି କର୍କଟ ରାଶିକୁ ଚଳନ କରିବେ। ବୃହସ୍ପତିଙ୍କ ଏହି ଚଳନ କିଛି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ସାବ୍ୟସ୍ତ ହେବ। ଯଦି ଜାତକରେ ବୃହସ୍ପତିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ,ବ୍ୟକ୍ତି ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଆଜିଠୁ ଚମକିବାକୁ ଯାଉଛି।...
Petrol Diesel Price Today: ଦେଶରେ ପ୍ରତ୍ୟକ ଦିନ ନୂଆ ପେଟ୍ରୋଲ୍ ଓ ଡିଜେଲ ଦର ଜାରି ହୋଇଥାଏ। ସକାଳ ୬ଟାରେ ନୂଆ ଦର ଜାରି ହୋଇଥାଏ। ତେବେ,ଆସନ୍ତୁ ଜାଣିବା ଆଜି ବିଶେଷକରି ରାଜ୍ୟର କେଉଁ ସ୍ଥାନରେ ତେଲ ଦର ଖସିଛି ଆଉ କେଉଁ ସ୍ଥାନରେ ବୃଦ୍ଧି ପାଇଛି। ନଜର ପକାନ୍ତୁ ପ୍ରମୁଖ ସହରରେ କେତେ ରହିଛି ଆଜିର ତୈଳ ଦର...
Odisha News: ନାଇଜର ହଷ୍ଟେଲ୍ ଭିତରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମୃତ ଛାତ୍ରୀ ଜଣକ ହେଉଛନ୍ତି ଉତ୍ତରପ୍ରଦେଶର ଶ୍ରେୟା ସିଂହ। ସେ ପ୍ରଥମ ବର୍ଷର ପିଏଚଡି ଛାତ୍ରୀ ଥିଲେ।
Odisha Weather Update: ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ। ପ୍ରାୟ ୧ ସପ୍ତାହ ଧରି ରାଜ୍ୟର ଏହି ପ୍ରାଚୀନ ସହର କଟକ ଗ୍ରୀଷ୍ମ ପ୍ରକୋପରେ ଘାଣ୍ଟି ହେଉଛି। ଜୀବଜନ୍ତୁଙ୍କ ଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ଏହି ଦାଉରୁ କେହିବି ରକ୍ଷା ପାଇପାରୁ ନାହାଁନ୍ତି।
Gas Cylinder New Price: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ହେବା କାରଣରୁ ତେଲ ଓ ଗ୍ୟାସ ଦର ବୃଦ୍ଧି ହେବାରେ ଲାଗିଛି। ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଆଜି (ମେ' ୨୫) ନୂତନ ବ୍ୟବସାୟିକ ସପ୍ତାହର ପ୍ରଥମ ଦିନ ଏଲପିଜି ସିଲିଣ୍ଡର ମୂଲ୍ୟକୁ ଅପଡେଟ୍ କରିଛନ୍ତି। ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ନିରନ୍ତର ଉତ୍ଥାନ-ପତନ ମଧ୍ୟରେ, ଗ୍ରାହକମାନେ ଆଜି ରନ୍ଧନ ଗ୍ୟାସ ମୂଲ୍ୟ ଅଧିକ ମହଙ୍ଗା ହୋଇଛି କି ନାହିଁ କିମ୍ବା ଆଶ୍ୱସ୍ତି ରହିଛି କି ନାହିଁ ତାହା ଉପରେ ଗୁରୁତ୍ୱର ସହିତ ନଜର ରଖିଛନ୍ତି। ପରିବହନ ଖର୍ଚ୍ଚ ଏବଂ ରାଜ୍ୟ ସ୍ଥାନୀୟ ଟିକସ (VAT) ଯୋଗୁଁ, ବିଭିନ୍ନ ସହରରେ ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ରହିଛି। ଆସନ୍ତୁ ନଜର ପକାଇବା କେଉଁ ସହରରେ କେତେ ରହିଛି ଗ୍ୟାସ୍ ରେଟ୍?