Advertisement
Photo Details/zeeodisha/odisha2560104
photoDetails0hindi

Zakir Husain: ଜାକିରଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାଙ୍କ ଏହି ଫଟୋ...

Zakir Husain: ରବିବାର ଦିନ ଆମେରିକାରେ ବିଶ୍ୱ ପ୍ରସିଦ୍ଧ ତବଲା ବାଦକ ତଥା ପଦ୍ମଭୂଷଣ ଜାକିର ହୁସେନ୍‌ଙ୍କ ଦେହାନ୍ତ ହୋଇଛି। ସେ ସାନ ଫ୍ରାନ୍ସିସ୍କୋରେ ଚିକିତ୍ସିତ ହେଉଥିଲେ। ସେଠାରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

1/7

Zakir Husain: ରବିବାର ଦିନ ଆମେରିକାରେ ବିଶ୍ୱ ପ୍ରସିଦ୍ଧ ତବଲା ବାଦକ ତଥା ପଦ୍ମଭୂଷଣ ଜାକିର ହୁସେନ୍‌ଙ୍କ ଦେହାନ୍ତ ହୋଇଛି। 

2/7

ସେ ସାନ ଫ୍ରାନ୍ସିସ୍କୋରେ ଚିକିତ୍ସିତ ହେଉଥିଲେ। ସେଠାରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

3/7

ହୁସେନ୍‌ଙ୍କ ବନ୍ଧୁ ତଥା ବଂଶୀ ବାଦକ ରାକେଶ ଚୌରାସିଆ ରବିବାର ଏହାର ସୂଚନା ଦେଇଛନ୍ତି । 

4/7
ହୁସେନ୍‌ଙ୍କ ମ୍ୟାନେଜର ନିର୍ମଳା କହିଛନ୍ତି ଯେ, ଆମେରିକାରେ ରହୁଥିବା ୭୩ ବର୍ଷିୟ ଜାକିର ରକ୍ତଚାପ ଜନିତ ସମସ୍ୟାରେ ପୀଡିତ ଥିଲେ।

5/7
ଜାକିର ହୁସେନ୍‌ଙ୍କ ପରିବାର ତରଫରୁ ମିଳିଥିବା ସୂଚନା ଅନୁଯାୟୀ ତାଙ୍କ ରୋଗର ମୁଖ୍ୟ କାରଣ ହେଉଛି ଫୁସଫୁସରେ ଫାଇବ୍ରୋସିସ୍, ଯେଉଁ କାରଣରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। 

6/7
ପରିବାରର ସୂଚନା ଅନୁସାରେ ଜାକିରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାର ଏକ ସପ୍ତାହରୁ ଅଧିକ ସମୟ ବିତିଯାଇଥିଲେ ସୂଧା ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସି ନଥିଲା।

7/7
 ତାଙ୍କର ଅସୁସ୍ଥତା ପଛର ମୁଖ୍ୟ କାରଣ ହେଉଛି ତାଙ୍କ ରକ୍ତଚାପ, ଯାହା ଏହି ସମୟରେ ବହୁତ ଅସ୍ଥିର ଥିଲା।