PM Modi Road Show: କାଶୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋରେ ପ୍ରବଳ ଭିଡ

PM Modi Road Show: କାଶୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଡ୍ ଶୋ କରିଛନ୍ତି । ସନ୍ଧ୍ୟା ୫ ଟା ସମୟରେ ବିଏଚୟୁ ଫାଟକ ନିକଟରୁ ରୋଡ ଶୋ ଆରମ୍ଭ ହୋଇଥିଲା । ପ୍ରାୟ ଚାରି ଘଣ୍ଟା ମଧ୍ୟରେ ପାଞ୍ଚ କିଲୋମିଟର ଦୂରତା ଅତିକ୍ରମ କରିବା ନେଇ ପୂର୍ବ ପ୍ରସ୍ତୁତି ହୋଇଥିଲା । ସେହି ଅନୁଯାୟୀ ପିଏମ ମୋଦୀଙ୍କ ରୋଡ ଶୋ’ରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଅଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ବିଭିନ୍ନ ପ୍ରସ୍ତୁତି କରିଥିଲେ । ପିଏମ ମୋଦୀଙ୍କ ରୋଡ ଶୋ’ରେ ଫୁଲ ବର୍ଷା ହୋଇଥିବା ଦେଖିବାକୁ ମିଳିଛି ।

PM Modi Road Show: କାଶୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋରେ ପ୍ରବଳ ଭିଡ

About the Author