ବର ହେଲେ ପଞ୍ଜାବର CM ଭଗବନ୍ତ ମାନ; ଗୁରପ୍ରୀତଙ୍କୁ କଲେ ବିବାହ, ଦେଖନ୍ତୁ ଫଟୋ
Advertisement
Article Detail0/zeeodisha/odisha1247762

ବର ହେଲେ ପଞ୍ଜାବର CM ଭଗବନ୍ତ ମାନ; ଗୁରପ୍ରୀତଙ୍କୁ କଲେ ବିବାହ, ଦେଖନ୍ତୁ ଫଟୋ

Bhagwant Mann Marriage Photos: ପଞ୍ଜାବ ସିଏମ ଭଗବନ୍ତ ମାନ ଚଣ୍ଡିଗଡ଼ରେ ଥିବା ନିଜ ବାସଭବନରେ ଡାକ୍ତର ଗୁରପ୍ରୀତ କୌରଙ୍କୁ ବିବାହ କରିଛନ୍ତି । ବିବାହର ଅନେକ ଆକର୍ଷଣୀୟ ଫଟୋ ବର୍ତ୍ତମାନ ସାମ୍ନାକୁ ଆସିଛି ।

ସୌ: ସୋସିଆଲ ମିଡିଆ

Bhagwant Mann Gurpreet Kaur Marriage Photos: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଆଜି ଗୁରପ୍ରୀତ କୌରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କହିରଖୁଛୁ ଯେ ଉଭୟେ ଚଣ୍ଡିଗଡ଼ର ଭଗବନ୍ତ ମାନଙ୍କ ବାସଭବନରେ ବିବାହ କରିଛନ୍ତି । ଏହି ବିବାହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସାଂସଦ ରାଘବ ଚଡ୍ଡା ଓ ବହୁ ଭେଟେରାନ ନେତା ଉପସ୍ଥିତ ଥିଲେ । ଦେଖନ୍ତୁ ଉଭୟଙ୍କର କିଛି ସ୍ୱତନ୍ତ୍ର ଫଟୋ ...

fallback

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଚଣ୍ଡିଗଡ଼ସ୍ଥିତ ନିଜ ବାସଭବନରେ ଡାକ୍ତର ଗୁରପ୍ରୀତ କୌରଙ୍କୁ ବିବାହ କରିଥିଲେ । ଏହି କ୍ରମରେ କାନାଡା ଦୂତାବାସର କନସୁଲ୍ ଜେନେରାଲ୍ ପାଟ୍ରିକ୍ ହେବର୍ଟ ସିଏମ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

fallback

 

୪୮ ବର୍ଷୀୟ ଭଗବତ ମାନ ଗୁରପ୍ରୀତ କୌରଙ୍କ ସହିତ ଦ୍ୱିତୀୟ ବିବାହ କରିଛନ୍ତି । ଗୁରୁପ୍ରୀତ କୌର ବୃତ୍ତି ଅନୁଯାୟୀ ଜଣେ ଡାକ୍ତର ।

fallback

ନିକଟରେ ଭଗବନ୍ତ ମାନଙ୍କ ବିବାହର କିଛି ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଭଗବନ୍ତ ଓ ଗୁରପ୍ରୀତ ବିବାହ ରୀତିନୀତି କରୁଥିବା ନଜର ଆସିଛନ୍ତି ।