Snana Purnima: ସ୍ନାନବେଦୀରେ ଶ୍ରୀଜିଉ, ଆଉ କିଛି ସମୟ ପରେ ସ୍ନାନ ନୀତି, ଦେଖନ୍ତୁ ସିଧା ପ୍ରସାରଣ

ପୁରୀ : ଆଜି ଦାରୁ ଦିଅଁଙ୍କ ଦିବ୍ୟ ସ୍ନାନ। ସଜେଇ ହୋଇଛି ସ୍ନାନବେଦୀ। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। ଏଥିପାଇଁ ଆଜି ବଡ଼ି ଭୋର ସମୟରୁ ନୀତିକାନ୍ତି ଆରମ୍ଭ ହୋଇଛି। ସକାଳ ନୀତିକାନ୍ତି ପରେ ଧାଡ଼ି ପହଣ୍ଡିରେ ସ୍ନାନ ବେଦୀକୁ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ତେଣେ ଇତାପତି ସେବକ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ଲାଗି ସେନାପଟ

Snana Purnima: ସ୍ନାନବେଦୀରେ ଶ୍ରୀଜିଉ, ଆଉ କିଛି ସମୟ ପରେ ସ୍ନାନ ନୀତି, ଦେଖନ୍ତୁ ସିଧା ପ୍ରସାରଣ

About the Author