Russian Ambassador Denis Alipov: 'ଯୁକ୍ତରାଷ୍ଟ୍ର ଆମେରିକାର କାରଣରୁ ବିଗାଡ଼ିପାରେ ଭାରତ-ଋଷିଆ ସମ୍ପର୍କ'

India-Russia Bilateral Relations: ଭାରତ ସହ ରହିଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ଋଷୀୟ ରାଷ୍ଟ୍ରଦୂତ ଡେନିସ ଆଲିପୋଭ। ତାଙ୍କ କହିବା ଅନୁସାରେ ପ୍ରତିବନ୍ଧକ ମାଧ୍ୟମରେ ଯୁକ୍ତରାଷ୍ଟ୍ର ଆମେରିକା ଭାରତ-ଋଷିଆ ମଧ୍ୟରେ ରହିଥିବା ସମ୍ପର୍କରେ ମତଭେଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛି।

 Russian Ambassador Denis Alipov: 'ଯୁକ୍ତରାଷ୍ଟ୍ର ଆମେରିକାର କାରଣରୁ ବିଗାଡ଼ିପାରେ ଭାରତ-ଋଷିଆ ସମ୍ପର୍କ'

About the Author