Sheep Theft Case: ଚୋରଙ୍କୁ ଛାଡି଼ ଏବେ ମେଣ୍ଢାଙ୍କୁ ଖୋଜୁଛି ପୋଲିସ! କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Sheep Theft Case News: ପ୍ରାୟ ୭୦ ମେଣ୍ଢା ଚୋରି ହେବା ଘଟଣା ମଧ୍ୟ ପ୍ରଦେଶ ଖାରଗୋନ ଜିଲ୍ଲାର ବଡୱାହା ଥାନା ଅଞ୍ଚଳରେ ଘଟିଛି। ଯେଉଁ ବ୍ୟକ୍ତିଙ୍କ ମେଣ୍ଢା ଚୋରି ହୋଇଛି ସେ ହେଉଛନ୍ତି ରାଜସ୍ଥାନ ଜାଲୌର ଜିଲ୍ଲାର ବାସିନ୍ଦା। ତାଙ୍କ ନାଁ ହେଉଛି ହୀରାରାମ। ମେଣ୍ଢା ମାଲିକ ହୀରାରାମ ପୋଲିସ ଅଧିକାରୀଙ୍କୁ କହିଛନ୍ତି ଯେ ତାଙ୍କର ୭୦ ମେଣ୍ଢା ଚୋରି ହୋଇଯାଇଛି।

Sheep Theft Case: ଚୋରଙ୍କୁ ଛାଡି଼ ଏବେ ମେଣ୍ଢାଙ୍କୁ ଖୋଜୁଛି ପୋଲିସ! କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

About the Author