Viral Videos: ମନ୍ତ୍ରୀଙ୍କ ନାଁରେ ଅପବାଦର ଭିଡିଓ ଓ ଫଟୋ ହେଉଛି ଭାଇରାଲ: ବିରେଧୀ ଟ୍ରୋଲ ଆର୍ମିର ଭୂମିକାକୁ ନେଇ ସନ୍ଦେହ

ଉଚ୍ଚଶିକ୍ଷା ଏବଂ ପର୍ଯ୍ୟଟନ ମନ୍ତ୍ରୀ ତଥା ଯୁବ ବିଧାୟକ ତଥା ଧାମନଗର ନିର୍ବାଚନ ମଣ୍ଡଳୀରୁ ଲଗାତାର ଦୁଇଥର ବିଧାୟକ ହୋଇଥିବା ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କ ଏକ ଭିଡିଓ ବେଶ୍‍ ଭାଇରାଲ୍‍ ହେଉଛି। ଏଥିରେ ସେ ସାଙ୍ଗ ମାନଙ୍କ ସହ ଖଟିରେ ଝୁମୁଥିବା ନଜରକୁ ଆସିଛନ୍ତି। ଏହି ଭିଡିଓରେ ମଦ ବୋତଲକୁ ଦର୍ଶାଯାଇ ସେ ଜଣେ ମାତାଲି ବୋଲି ପରିଚୟ ଦେବାକୁ ଉଦ୍ୟମ କରାଯାଇଛି।

Viral Videos: ମନ୍ତ୍ରୀଙ୍କ ନାଁରେ ଅପବାଦର ଭିଡିଓ ଓ ଫଟୋ ହେଉଛି ଭାଇରାଲ: ବିରେଧୀ ଟ୍ରୋଲ ଆର୍ମିର ଭୂମିକାକୁ ନେଇ ସନ୍ଦେହ

About the Author