VK Pandian ମେକର ହେଲେ ନା ବ୍ରେକର? କଣ କହୁଛି ସମୀକରଣ

VK Pandian: ନିର୍ବାଚନ ରେ ଶୋଚନୀୟ ପରାଜୟ ଦେଖଲା ବିଜେଡି। ୨୪ ବର୍ଷର ଶାସନ ନିମିଷକେ ମଧ୍ୟରେ ଉଭେଇ ଗଲା। ମୁଖ୍ୟମନ୍ତ୍ରୀ ପଦରୁ ହଟିଲେ ନବୀନ ପଟ୍ଟନାୟକ । ଲୋକସଭା ରେ ଗୋଟିଏ ବି ସିଟ୍ ପାଇଲାନି ବିଜେଡି । ଯାହା ଫଳରେ ବିଜେଡି ସଂଗଠନ ହଠାତ୍ ଦୁର୍ବଳ ହୋଇପଡ଼ିଲା।

VK Pandian ମେକର ହେଲେ ନା ବ୍ରେକର? କଣ କହୁଛି ସମୀକରଣ

About the Author