Weather Report: ୫୦ ଡିଗ୍ରୀ ଟପିଲା ତାପମାତ୍ରା, ଏହି ସବୁ ସ୍ଥାନ ପାଇଁ ରେଡ୍ ଆଲର୍ଟ ଜାରି..

Weather Report: ଗୋଟିଏ ଦିନ ପୂର୍ବରୁ ଏହି ସହରର ତାପମାତ୍ରା ୫୦ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା। ସେପଟେ ପ୍ରବଳ ଉତ୍ତାପରୁ ମୁକ୍ତି ପାଇବା ପାଇଁ ଜୟପୁରର ବିଭିନ୍ନ ସ୍ଥାନରେ ୱାଟର ସ୍ପ୍ରେ କରାଯାଉଛି। ଏହି ସମୟ ମଧ୍ୟରେ ପୋଲିସ କର୍ମଚାରୀମାନେ ମଧ୍ୟ ପାଣି ସ୍ପ୍ରେ ତଳେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଜୟପୁରରେ ପ୍ରବଳ ଖରା-ଗରମରୁ ଲୋକଙ୍କୁ ଆଶ୍ୱସ୍ତି ଯୋଗାଇବା ପାଇଁ ମ୍ୟୁନିସିପାଲିଟି କର୍ପୋରେସନ୍ ରାମବାଗ ଛକଠାରେ ଗ୍ରୀନ୍ ସେଡ୍ ତିଆରି କରିଛି।

Weather Report: ୫୦ ଡିଗ୍ରୀ ଟପିଲା ତାପମାତ୍ରା, ଏହି ସବୁ ସ୍ଥାନ ପାଇଁ ରେଡ୍ ଆଲର୍ଟ ଜାରି..

About the Author